ମା’କୁ ମାରିଦେଲେ ଦୁଇ ପୁଅ ; କଟକ ମହାନଦୀବିହାରର ଘଟଣା

Advertisment

କଟକ ମହାନଦୀବିହାରର ଘଟଣାରେ ଅଭାବନୀୟ ଘଟଣା । ମା’କୁ ଛୁରି ଭୁଷି ମାରିଦେଲେ ଦୁଇ ମାନସିକ ବିକାରଗ୍ରସ୍ତ ପୁଅ ।ମହାନଦୀ ବିହାର ଘରେ ହତ୍ୟାକାଣ୍ଡ । ପୋଲିସ ପହଞ୍ଚି କରୁଛି ଛାନବିନ୍ ।

କଟକ ମହାନଦୀବିହାରର ଘଟଣାରେ ଅଭାବନୀୟ ଘଟଣା । ମା’କୁ ଛୁରି ଭୁଷି ମାରିଦେଲେ ଦୁଇ ମାନସିକ ବିକାରଗ୍ରସ୍ତ ପୁଅ ।ମହାନଦୀ ବିହାର ଘରେ ହତ୍ୟାକାଣ୍ଡ । ପୋଲିସ ପହଞ୍ଚି କରୁଛି ଛାନବିନ୍ ।

maa

କନକ ବ୍ୟୁରୋ:  ମା’କୁ ମାରିଦେଲେ ଦୁଇ ପୁଅ । କଟକ ମହାନଦୀ ବିହାର ସେକ୍ଟର-୨ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବ୍ରହ୍ମାନନ୍ଦ ଛକ ନିକଟରେ ରହୁଥିବା ଜଣେ ବୃଦ୍ଧାଙ୍କୁ ତାଙ୍କ ଦୁଇ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳାଙ୍କ ପେଟକୁ ଛୁରୀ ଭୁସି ହତ୍ୟା କରିଛନ୍ତି । ଏହା ସହ ମହିଳାଙ୍କ ବେକରେ ମଧ୍ୟ କଟାଦାଗ ରହିଛି । ବୃଦ୍ଧାଙ୍କ ଦୁଇ ପୁଅ ମାନସିକ ବିକାରଗସ୍ତ ବୋଲି ଜଣାପଡ଼ିଛି । ପରିବାରର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ହତ୍ୟା କରିଛନ୍ତି ଦୁଇ ପୁଅ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe