ବୌଦ୍ଧ ହରଭଙ୍ଗାରେ ଘରୋଇ କଳି ନେଲା ମହିଳାଙ୍କ ଜୀବନ ।  ବିଷ ପିଇଦେଲେ ଦୁଇ ଭଉଣୀ

Advertisment

ଘରୋଇ କଳି ନେଲା ମହିଳାଙ୍କ ଜୀବନ । ବଡ଼ ଭଉଣୀଙ୍କ ମୃତ୍ୟୁ, ସାନ ଭଉଣୀ ଗୁରୁତର । ବୌଦ୍ଧ ହରଭଙ୍ଗା ବ୍ଲକ ମହାଲିକପଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଘରୋଇ କଳି ନେଲା ମହିଳାଙ୍କ ଜୀବନ । ବଡ଼ ଭଉଣୀଙ୍କ ମୃତ୍ୟୁ, ସାନ ଭଉଣୀ ଗୁରୁତର । ବୌଦ୍ଧ ହରଭଙ୍ଗା ବ୍ଲକ ମହାଲିକପଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

Suicide

କନକ ବ୍ୟୁରୋ : ଘରୋଇ କଳି ନେଲା ମହିଳାଙ୍କ ଜୀବନ । ବଡ଼ ଭଉଣୀଙ୍କ ମୃତ୍ୟୁ, ସାନ ଭଉଣୀ ଗୁରୁତର । ବୌଦ୍ଧ ହରଭଙ୍ଗା ବ୍ଲକ ମହାଲିକପଡ଼ା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । କୌଣସି କାରଣକୁ ନେଇ ଝଗଡ଼ା ଲାଗିବାରୁ ଦୁଇ ଭଉଣୀ ଗତ ରାତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ବଡ଼ ଭଉଣୀ ନଳିନୀ ସାହୁଙ୍କର ମୃତ୍ୟୁ ହୋଇଛି । 

ସାନ ଭଉଣୀ ଶାଲିନୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୁଣା କଟକ ଓ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଛି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଦୁଇ ଭଉଣୀ ବିଷ ପିଇଲେ, ତାର କାରଣ ଜଣାପଡିନାହିଁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe