ଓଡ଼ିଶାରେ ହେବ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍: କେନ୍ଦ୍ର କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା

Advertisment

ଏହି ପ୍ରକଳ୍ପକୁ ନିର୍ମାଣ କରିବ ହିଟ୍ରୋଜେନସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍‌। ବାର୍ଷିକ ୭୦ହଜାର ଗ୍ଲାସ ପ୍ୟାନେଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ବାର୍ଷିକ ୧୩ହଜାର ୟୁନିଟ୍‌ ଥ୍ରୀ-ଡିଏଚଆଇ ମଡ୍ୟୁଲ୍ସ ନିର୍ମାଣ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।

18

Photograph: (kanak news)

କନକ ବ୍ୟୁରୋ: କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ଘୋଷଣା। ଓଡ଼ିଶାରେ ପ୍ରତିଷ୍ଠା ଦୁଇଟି ସେମି କଣ୍ଡକକ୍ଟର ୟୁନିଟ। ଏନେଇ କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଦୁଇଟି ପ୍ରକଳ୍ପ। ଏଥିପାଇଁ ୧୯୪୩ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପକୁ ନିର୍ମାଣ କରିବ ହିଟ୍ରୋଜେନସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍‌। ବାର୍ଷିକ ୭୦ହଜାର ଗ୍ଲାସ ପ୍ୟାନେଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ବାର୍ଷିକ ୧୩ହଜାର ୟୁନିଟ୍‌ ଥ୍ରୀ-ଡିଏଚଆଇ ମଡ୍ୟୁଲ୍ସ ନିର୍ମାଣ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ସେମି କଣ୍ଡକ୍ଟର ଓ ଥ୍ରୀ-ଡି ଗ୍ଲାସ ମାନୁଫାକଚରିଂ ୟୁନିଟ୍‌ ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର, ପଞ୍ଜାବରେ ଗୋଟିଏ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଗୋଟିଏ ସେମିକଣ୍ଡକ୍ଟର ୟୁନିଟ୍‌ ପ୍ରତିଷ୍ଠା ହେବ। ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe