ନନ୍ଦନକାନନକୁ ଆସିଲେ ୨ ନୂଆ ଅତିଥି, ବାଘୁଣୀ ମୌସୁମୀ ଜନ୍ମଦେଲା ୨ ଶାବକ

ଶାବକ ଦୁଇଟି ଜନ୍ମ ନେବା ଫଳରେ ପ୍ରାଣୀ ଉଦ୍ୟାନରେ ମୋଟ ବାଘ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରେ ୨ ଶାବକ, ୧୭ ମହାବଳ ବାଘ ଓ ୧୦ ବାଘୁଣୀ ରହିଛନ୍ତି ।

þZòþòþòZþò

କନକ ବ୍ୟୁରୋ : ନନ୍ଦନକାନନରୁ ଆସିଲା ଖୁସିଖବର, ଧଳା ରଙ୍ଗର ବାଘୁଣୀ ମୌସୁମୀ ଠାରୁ ୨ଶାବକ ଜନ୍ମ । ଶାବକ ଦୁଇଟି ଜନ୍ମ ନେବା ଫଳରେ ପ୍ରାଣୀ ଉଦ୍ୟାନରେ ମୋଟ ବାଘ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛି । ଏମାନଙ୍କ ମଧ୍ୟରେ ୨ ଶାବକ, ୧୭ ମହାବଳ ବାଘ ଓ ୧୦ ବାଘୁଣୀ ରହିଛନ୍ତି । ସେହିପରି ୬ଟି ଧଳା ବାଘଙ୍କ ମଧ୍ୟରେ ୩ଟି ମହାବଳ,୨ଟି ବାଘୁଣୀ ଓ ଗୋଟିଏ ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକ ରହିଛି । ଏଥିସହିତ ୪ଟି ବିରଳ କଳାରଙ୍ଗର ବାଘଙ୍କ ମଧ୍ୟରେ ୩ଟି ମହାବଳ ଓ ଗୋଟିଏ ବାଘୁଣୀ ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe