ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କଫୋର୍ସରେ ଯୋଡ଼ିହେଲେ ଆଉ ୨ ସଦସ୍ୟ ; ଟାସ୍କଫୋର୍ସରେ ଅଧ୍ୟକ୍ଷତା କରିବେ ଗଣଶିକ୍ଷା ମନ୍ତ୍ରୀ

Advertisment

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କଫୋର୍ସରେ ଯୋଡ଼ିହେଲେ ଆଉ ୨ ସଦସ୍ୟ । କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗଙ୍କୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଷ୍ପତ୍ତି କ୍ରମେ କୋରାପୁଟ ଜିଲ୍ଲାର ଏହି ଦୁଇ ଜନପ୍ରତିନିଧିଙ୍କୁ ସାମିଲ କରାଯାଇଛି ।

5ad

କନକ ବ୍ୟୁରୋ : ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କଫୋର୍ସରେ ଯୋଡ଼ିହେଲେ ଆଉ ୨ ସଦସ୍ୟ । କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ଗୁଣୁପୁର ବିଧାୟକ ସତ୍ୟଜିତ୍ ଗମାଙ୍ଗଙ୍କୁ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିଷ୍ପତ୍ତି କ୍ରମେ କୋରାପୁଟ ଜିଲ୍ଲାର ଏହି ଦୁଇ ଜନପ୍ରତିନିଧିଙ୍କୁ ସାମିଲ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କରାଯାଇଛି । ଯେଉଁଥିରେ ପୂର୍ବରୁ ୯ ଜଣ ସଦସ୍ୟ ଥିଲେ,ଏବେ ନୂଆ ୨ ଜଣଙ୍କୁ ମିଶାଇ ମୋଟ  ୧୧ ଜଣ ସଦସ୍ୟ ଏହି ଟାସ୍କଫୋର୍ସରେ ଅଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe