ରିଲ୍ସ କରି ତଣ୍ଡ ଗଣିଲେ ବାଲେଶ୍ୱରର ୨ ଅମାନିଆ ଯୁବକ । ୧୧ ହଜାର ଟଙ୍କା ଚାଲାଣ କାଟିଲା ଟ୍ରାଫିକ ପୋଲିସ

Advertisment

ଜଣେ ଯୁବକ ବାଲେଶ୍ବରର ଏବଂ ଆଉ ଜଣେ ନୀଳଗିରିର । ଦୁଇ ଯୁବକ ବାଲେଶ୍ବର ସହରର ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବେପରୁଆ ଭାବେ ଗାଡି ଚାଳନା କରି ରିଲସ କରିବା ସହିତ ଲୋକଙ୍କ ଜୀବନକୁ ବିପଦରେ ପକାଉଥିଲେ। ସେମାନଙ୍କୁ ଭିଉଜ୍ ନିଶା ଘାରିଥିବା ବେଳେ ପରିବହନ ବିଭାଗର ଛାଟ ପଡିଛି ।

yh ynh

hyhyhyt Photograph: (hyhyhy)

କନକ ବ୍ୟୁରୋ : ରିଲସ କରି ତଣ୍ଡ ଗଣିଲେ ୨ ଜଣ ଅମାନିଆ ଯୁବକ। ବାଲେଶ୍ବର ରାଜରାସ୍ତାରେ ବେପରୁଆ ଗାଡ଼ିଚାଳନା ଏବଂ ବିନା ହେଲମେଟରେ ଗାଡ଼ି ଚଳାଇବା ୨ ଜଣ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ସେମାନଙ୍କ ନାଁରେ ୧୧ ହଜାର ଟଙ୍କା ଚାଲାଣ କାଟିଛି ବାଲେଶ୍ବର ଆରଟିଓ । ଜଣେ ଯୁବକ ବାଲେଶ୍ବରର ଏବଂ ଆଉ ଜଣେ ନୀଳଗିରିର । ଦୁଇ ଯୁବକ ବାଲେଶ୍ବର ସହରର ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବେପରୁଆ ଭାବେ ଗାଡି ଚାଳନା କରି ରିଲସ କରିବା ସହିତ ଲୋକଙ୍କ ଜୀବନକୁ ବିପଦରେ ପକାଉଥିଲେ। ସେମାନଙ୍କୁ ଭିଉଜ୍ ନିଶା ଘାରିଥିବା ବେଳେ ପରିବହନ ବିଭାଗର ଛାଟ ପଡିଛି । ସେମାନେ ବ୍ୟବହାର କରୁଥିବା ଦୁଇଟି ବାଇକକୁ ଜବତ କରି ରଖିଛି ପରିବହନ ବିଭାଗ। ବାପା ମା ଆସି ଅଣ୍ଡରଟେକିଂ ଲେଖିବା ପରେ ଗାଡି ଫେରସ୍ତ ଦିଆଯିବ। ପୁନର୍ବାର ନିୟମ ନମାନିଲେ କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ଇନ୍ସପେକ୍ଟର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe