ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ, ଆକ୍ରମଣରେ ୪ କିନ୍ନର ଗୁରୁତର

Advertisment

ପରିବା କିଣିବାବେଳେ କିନ୍ନର ଗୋଷ୍ଠୀ ମୁହାଁମୁହିଁ । ମାରଣାସ୍ତ୍ରରେ ଅତର୍କିତ  ଭାବେ ଆକ୍ରମଣ । ୪ କିନ୍ନର ଗୁରୁତର 

ପରିବା କିଣିବାବେଳେ କିନ୍ନର ଗୋଷ୍ଠୀ ମୁହାଁମୁହିଁ । ମାରଣାସ୍ତ୍ରରେ ଅତର୍କିତ  ଭାବେ ଆକ୍ରମଣ । ୪ କିନ୍ନର ଗୁରୁତର 

Kinnar tribes clash

Kinnar tribes clash Photograph: (KanakNews)

କନକ ବ୍ୟୁରୋ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୪ ଗୁରୁତର ହୋଇଥିବା ସୂଚନା । ପରିବା କିଣିବାବେଳେ କିନ୍ନର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା  ଜଣାପଡିଛି । ମାରଣାସ୍ତ୍ରରେ ଅତର୍କିତ  ଭାବେ ଆକ୍ରମଣ  କରାଯାଇଥିବା ସୂଚନା  ।

ଅଧିକ ପଢନ୍ତୁ: ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ : ୧୮ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ସହାୟତା

ତେବେ  ଟାଉନ୍‌ ଥାନା ଡଗରାସାହି  ଅଞ୍ଚଳର  ଘଟିଛି ଏହି ଘଟଣା । ଏହି  ଆକ୍ରମଣରେ ୪ ଗୁରୁତରଙ୍କୁ ଭଦ୍ରକ  ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାରେ ତଦନ୍ତ  କରୁଛି ଭଦ୍ରକ ଟାଉନ୍‌ ପୁଲିସ୍‌ ।   

ଷ୍ଟୋରୀ ଅପଡେଟ୍ ହେଉଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe