କନକ ବ୍ୟୁରୋ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୪ ଗୁରୁତର ହୋଇଥିବା ସୂଚନା । ପରିବା କିଣିବାବେଳେ କିନ୍ନର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ଜଣାପଡିଛି । ମାରଣାସ୍ତ୍ରରେ ଅତର୍କିତ ଭାବେ ଆକ୍ରମଣ କରାଯାଇଥିବା ସୂଚନା ।
ଅଧିକ ପଢନ୍ତୁ: ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ : ୧୮ବର୍ଷ ହେବା ପର୍ଯ୍ୟନ୍ତ ମିଳିବ ସହାୟତା
ତେବେ ଟାଉନ୍ ଥାନା ଡଗରାସାହି ଅଞ୍ଚଳର ଘଟିଛି ଏହି ଘଟଣା । ଏହି ଆକ୍ରମଣରେ ୪ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାରେ ତଦନ୍ତ କରୁଛି ଭଦ୍ରକ ଟାଉନ୍ ପୁଲିସ୍ ।
ଷ୍ଟୋରୀ ଅପଡେଟ୍ ହେଉଛି...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/30/kinnar-tribes-clash-2025-12-30-10-54-40.jpg)