ସାମ୍ବାଦିକଙ୍କ ଉପରେ ବାଲି ମାଫିଆଙ୍କ ଆକ୍ରମଣ ; ମାରଣାସ୍ତ୍ର ଧରି ଗୋଡ଼ାଇଲେ ମାଫିଆ

ବେଆଇନ ବାଲିଘାଟ ହୋଇଥିବା ଅଭିଯୋଗରେ ୨ ଜଣ ସାମ୍ବାଦିକ ସେଠାକୁ ଯାଇଥିଲେ । ତେବେ ବାଲି ମାଫିଅ ମାରଣାସ୍ତ୍ର ଧରି ସେମାନଙ୍କୁ ଘୋଡାଇଥିବା ଅଭିଯୋଗ ହୋଇଛି ।

42

କନକ ବ୍ୟୁରୋ : ମାଲକାନାଗିରି ମାଢିଗୁଡାରେ ବେଆଇନ ବାଲିଘାଟରେ ୨ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ । ଖବର ପ୍ରସାରଣ ପାଇଁ ଯାଇଥିବାବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବେଆଇନ ବାଲିଘାଟ ହୋଇଥିବା ଅଭିଯୋଗରେ ୨ ଜଣ ସାମ୍ବାଦିକ ସେଠାକୁ ଯାଇଥିଲେ । ତେବେ ବାଲି ମାଫିଅ ମାରଣାସ୍ତ୍ର ଧରି ସେମାନଙ୍କୁ ଘୋଡାଇଥିବା ଅଭିଯୋଗ ହୋଇଛି । ସୂଚନା ପାଇ ୨ ସାମ୍ବାଦିକଙ୍କୁ ଏସକଟ୍ କରି ଆଣିଥିଲା ପୁ ଲିସ । ଘଟଣାକୁ ନେଇ ମାଥିଲି ଥାନାରେ ଅଭିଯୋଗ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe