ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ବାବୁ । ଚାଲିଛି ରେଡ ବିଭିନ୍ନ ସ୍ଥାନରେ ଚଢାଉ

ଓଡ଼ିଶା ପୋଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍‌ ବ୍ରହ୍ମପୁର ଡିଭିଜନ୍‌ର ଡିଜିଏମ୍‌ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ । ଚାରିଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର ଦୁଇଟି ଓ ବ୍ରହ୍ମପୁରର ଦୁଇଟି ସ୍ଥାନରେ ଚଢାଉ କରି ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ ।

vigi

କନକବ୍ୟୁରୋ :  ଓଡ଼ିଶା ପୋଲିସ୍ ହାଉସିଂ ୱେଲଫେୟାର କର୍ପୋରେସନ୍‌ ବ୍ରହ୍ମପୁର ଡିଭିଜନ୍‌ର ଡିଜିଏମ୍‌ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ । ଚାରିଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର ଦୁଇଟି ଓ ବ୍ରହ୍ମପୁରର ଦୁଇଟି ସ୍ଥାନରେ ଚଢାଉ କରି ଖୋଳତାଡ଼ କରୁଛି ଭିଜିଲାନ୍ସ ବିଭାଗ ।

ଆଇଗିଣିଆରେ ଥିବା ବାସଘର, ମଞ୍ଚେଶ୍ବର ବରିମୁଣ୍ଡ ପୈତୃକ ଘରେ ଚଢାଉ କରାଯାଉଛି । ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଭଡ଼ା ଘର ଓ ବିଏନ୍‌ପୁରରେ ଥିବା କାର୍ଯ୍ୟାଳୟରେ ବି ପହଞ୍ଚି ରେଡ କରୁଛି ଭିଜିଲାନ୍ସ । 
  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe