ରାଜାଧାନୀରୁ ମିଳିଲା ଦୁଇ ମୃତ ଦେହ, ବାଣୀବିହାର ଷ୍ଟେସନ ଓ ଲିଙ୍ଗରାଜ ଷ୍ଟେସନ ନିକଟରେ ମୃତଦେହ ଉଦ୍ଧାର

ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ । ତଦନ୍ତ କରୁଛି ପୁଲିସ ।

ରାଜାଧାନୀରୁ ମିଳିଲା ଦୁଇ ମୃତ ଦେହ

ରାଜାଧାନୀରୁ ମିଳିଲା ଦୁଇ ମୃତ ଦେହ Photograph: (kanakNews)

କନକ ବ୍ୟୁରୋ : ସକାଳୁ ସକାଳୁ ରାଜାଧାନୀରୁ ମିଳିଲା ଦୁଇ ମୃତ ଦେହ । ଗୋଟିଏ ମୃତ ଦେହ ବାଣୀବିହାର ଷ୍ଟେସନ ନିକଟରେ ପଡ଼ିଥିବା ବେଳେ ଆଉ ଏକ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଛି ।

ଉଭୟଙ୍କ ପରିଚୟ ମିଳିନଥିବାବେଳେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣାରେ ଜୀବନ ଯାଇଛି ତା’ର ତଦନ୍ତ କରୁଛି  ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe