କନକ ବ୍ୟୁରୋ : ସକାଳୁ ସକାଳୁ ରାଜାଧାନୀରୁ ମିଳିଲା ଦୁଇ ମୃତ ଦେହ । ଗୋଟିଏ ମୃତ ଦେହ ବାଣୀବିହାର ଷ୍ଟେସନ ନିକଟରେ ପଡ଼ିଥିବା ବେଳେ ଆଉ ଏକ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଛି ।
ଉଭୟଙ୍କ ପରିଚୟ ମିଳିନଥିବାବେଳେ କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନି । ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣାରେ ଜୀବନ ଯାଇଛି ତା’ର ତଦନ୍ତ କରୁଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/25/PNPiJNsBKu0ovZD5gGfs.jpg)