ଜାହାଜରୁ ସୁମଦ୍ରକୁ ଖସିପଡ଼ିଲେ ; ୨ ଜଣ ନିଖୋଜ

ପାରାଦୀପରେ ଜାହାଜ ଉପରୁ ସମୁଦ୍ରକୁ ଖସି ପଡିଲେ ୨ କ୍ରିୟୁ ମେମ୍ବର । ଜଣେ ଉଦ୍ଧାର ଆଉ ଜଣେ ନିଖୋଜ । ପିଆଇସିଟି ବର୍ଥ-୨ରୁ ଜାହାଜ ଛାଡିବା ବେଳେ ଅଘଟଣ ।

30

କନକ ବ୍ୟୁରୋ: ପାରାଦୀପରେ ଜାହାଜ ଉପରୁ ସମୁଦ୍ରକୁ ଖସି ପଡିଲେ କ୍ରିୟୁ ମେମ୍ବର   । ୨ ଜଣଙ୍କ ମଧ୍ୟରୁ ଜଣେ ଉଦ୍ଧାର ଓ ଜଣେ ନିଖୋଜ । ପିଆଇସିଟି ବର୍ଥ-୨ରୁ ଜାହାଜ ଛାଡିବା ବେଳେ ଘଟିଛି ଏଭଳି ଅଘଟଣ । ଜାହାଜଟି ପିଗ୍ ଆଇରନ୍ ଆଣି ପାରାଦୀପ ଆସିଥିଲା  ।ଜାହଜର ନା ଏମ୍ ଭି ଲକି ଡ୍ରାଗନ୍ । ଉଦ୍ଧାର କରିବା ପାଇଁ ପାରାଦୀପର ଟଗ୍ ବୋଟ୍ ନିୟୋଜିତ । ସକାଳ ୬ଟା ସମୟରେ ଜାହାଜ ଛାଡୁଥିବା ସମୟରେ ଏଭଳି ଅଘଟଣ ଘଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe