ଗାଁ ଦାଣ୍ଡରେ ଦୁଇ ଭାଇଙ୍କୁ ବିଭତ୍ସ ହତ୍ୟା । ସେପଟେ ନୂଆପଡ଼ା ଜିଲ୍ଲା ସିନାପାଲିରେ ଗୁଳିକାଣ୍ଡ, ଜଣେ ଗୁରୁତର

Advertisment

ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟା। ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଲେ ଦୁଇ ଭାଇ। ସୁନ୍ଦରଗଡ଼ ଥାନା ରତନପୁର ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ରତନପୁର ଗାଁର ପାଣ୍ଡୁ ପ୍ରଧାନଙ୍କୁ ଦୁଇ ଭାଇ ହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।

377

କନକବ୍ୟୁରୋ : ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟା। ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଲେ ଦୁଇ ଭାଇ । ସୁନ୍ଦରଗଡ଼ ଥାନା ରତନପୁର ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ରତନପୁର ଗାଁର ପାଣ୍ଡୁ ପ୍ରଧାନଙ୍କୁ ଦୁଇ ଭାଇ ହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ସଦର ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେପଟେ ନୂଆପଡ଼ା ଜିଲ୍ଲାରେ ଗୁଳିକାଣ୍ଡ । ଗୁଳି ମାଡ଼ରେ ଜଣେ ଗୁରୁତର ଆହତ ହୋଇଛନ୍ତି । ନୂଆପଡା ଜିଲ୍ଲା ସିନାପାଲି ଥାନା କାପସି ଛକରେ ଘଟିଛି ଗୁଳି କାଣ୍ଡ  ଗୁରୁତର ଯୁବକ ହେଲେ ସିନାପାଲି ସହରର ନିଳାମ୍ବର ମେହେର। ସିନାପାଲି ସହରର ନୀଳାମ୍ବର ମେହେର କାପସି ଛକରେ ଫାଷ୍ଟଫୁଡ ଦୋକାନ ଖୋଲିଥିଲେ।

ରାତିରେ କୌଣସି କଥା ନେଇ କିଛି ଯୁବକଙ୍କ ସହ ଗଣ୍ଡଗୋଳ ହୋଇ ଗୁଳିକାଣ୍ଡ ହୋଇଥିଲା  ଏଥିରେ ନୀଳାମ୍ବର ମେହେରଙ୍କ ପେଟରେ ଗୁଳି ବାଜିଥିଲା। ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି  କାପସି ଗାଁର ୭ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ସିନାପାଲି ପୋଲିସ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe