ପୋଖରୀରେ ବୁଡି ଗଲା ଦୁଇ ଭାଇଙ୍କ ଜୀବନ ; କାନ୍ଦବୋବାଳିରେ ଫାଟୁଛି ଘର

କାମାକ୍ଷାନଗର ଏକତାଳି ଗାଁରେ ଅଘଟଣ  । ପୋଖରୀରେ ଗାଧୋଇବାବେଳେ ବୁଡିଗଲେ ୨ ଭାଇ  । ଅସାବଧାନତା ବସତଃ ଅଘଟଣ ସନ୍ଦେହ । ଗାଁରେ ଶୋକାକୂଳ ପରିବେଶ  ।

36ss

କନକ ବ୍ୟୁରୋ: କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଅଘଟଣ । ପୋଖରୀରେ ବୁଡି ଦୁଇ ଭାଇ ମୃତ । ମୃତକ ଦୁଇ ଜଣ ଦାଦା ପୁଅ, ବଡ଼ବାପା ପୁଅ ଭାଇ ଗଣେଶ୍ୱର ବେହେରା ଓ ଶୁଭମ୍ ବେହେରା । ବଡଓଷା ଉପଲକ୍ଷେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଦୁଇ ଭାଇ ବୁଡିଯାଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଧାର କରାଗଲା । ଗ୍ରାମରେ ଶୋକାକୂଳ ପରିବେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe