କନକ ବ୍ୟୁରୋ: କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଅଘଟଣ । ପୋଖରୀରେ ବୁଡି ଦୁଇ ଭାଇ ମୃତ । ମୃତକ ଦୁଇ ଜଣ ଦାଦା ପୁଅ, ବଡ଼ବାପା ପୁଅ ଭାଇ ଗଣେଶ୍ୱର ବେହେରା ଓ ଶୁଭମ୍ ବେହେରା । ବଡଓଷା ଉପଲକ୍ଷେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ଦୁଇ ଭାଇ ବୁଡିଯାଇଥିବା ସନ୍ଦେହ କରାଯାଉଛି । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଧାର କରାଗଲା । ଗ୍ରାମରେ ଶୋକାକୂଳ ପରିବେଶ।
ପୋଖରୀରେ ବୁଡି ଗଲା ଦୁଇ ଭାଇଙ୍କ ଜୀବନ ; କାନ୍ଦବୋବାଳିରେ ଫାଟୁଛି ଘର
କାମାକ୍ଷାନଗର ଏକତାଳି ଗାଁରେ ଅଘଟଣ । ପୋଖରୀରେ ଗାଧୋଇବାବେଳେ ବୁଡିଗଲେ ୨ ଭାଇ । ଅସାବଧାନତା ବସତଃ ଅଘଟଣ ସନ୍ଦେହ । ଗାଁରେ ଶୋକାକୂଳ ପରିବେଶ ।
/kanak/media/media_files/2024/11/14/EAPFAkbQoi0ZistCSGNk.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)