କନକ ବ୍ୟୁରୋ : ଖେଳୁ ଖେଳୁ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ । ମୃତକମାନେ ଭବାନୀପାଟଣା ସଦର ଥାନା ଗୁଞ୍ଚିପଦର ଗାଁର । ଦୁଇ ନାବାଳକଙ୍କ ବୟସ ୬ ଏବଂ ୮ ବର୍ଷ । ଦୁଇ ଭାଇ ପୋଖରୀରେ ଗାଧୋଇବା ବେଳେ ଖେଳୁ ଖେଳୁ ବୁଡ଼ିଯାଇଥିଲେ । ଖବର ପାଇ ସଦର ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ ପୋଖରୀରୁ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ । ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି ମୃତଦେହ ।
ଖେଳୁ ଖେଳୁ ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ
ଦୁଇ ଭାଇ ପୋଖରୀରେ ଗାଧୋଇବା ବେଳେ ଖେଳୁ ଖେଳୁ ବୁଡ଼ିଯାଇଥିଲେ । ଖବର ପାଇ ସଦର ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ ପୋଖରୀରୁ ଦୁଇ ନାବାଳକଙ୍କ ମୃତଦେହ ଉଦ୍ଧାର କରିଥିଲେ ।
/kanak/media/media_files/2025/09/05/two-brothers-drown-2025-09-05-16-34-23.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)