କନକ ବ୍ୟୁରୋ : ଜମ୍ମୁକାଶ୍ମୀର ଉଧମପୁରରେ ଆସିଛି ବଡ ଖବର । ଏଠାକାର ଏକ ମନ୍ଦିର ପରିସରରୁ ଦୁଇଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମାନଙ୍କ ଶରୀରରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏମାନଙ୍କ ମୃତ୍ୟୁ ହୋଇଛି ଏନେଇ ତନଘନା କରୁଛି ପୁଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସହଯୋଗୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥାଇପାରନ୍ତି ଅନ୍ୟଜଣେ ଯବାନ । ତେବେ ଘଟଣାର ସତ୍ୟତା ଉପରୁ ପର୍ଦ୍ଦା ଉଠାଇବାକୁ ଜମ୍ମୁକାଶ୍ମୀର ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରାଯାଉଛି ।
କାଳୀ ମନ୍ଦିର ପରିସରରୁ ଦୁଇ ଯବାନଙ୍କ ମୃତଦେହ ଉଦ୍ଧାର । ଉଭୟଙ୍କ ଶରୀରରେ ଗୁଳିମାଡ ସୂଚନା, ହତ୍ୟା ପରେ ଅନ୍ୟଜଣେ ଆତ୍ମହତ୍ୟା କରିଥିବା ସନ୍ଦେହ
ଏମାନଙ୍କ ଶରୀରରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏମାନଙ୍କ ମୃତ୍ୟୁ ହୋଇଛି ଏନେଇ ତନଘନା କରୁଛି ପୁଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସହଯୋଗୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥାଇପାରନ୍ତି ଅନ୍ୟଜଣେ ଯବାନ ।
/kanak/media/media_files/2024/12/08/vCgDEt4TAZ0HITqEKvVw.jpg)