ଲଡୁ ବିବାଦକୁ ନେଇ ଦକ୍ଷିଣ ଭାରତର ଦୁଇ କଳାକାର ମୁହାଁମୁହିଁ । ଘଟଣାକୁ ଅତିରଞ୍ଜିତ ନକରିବାକୁ ପୱନ କଲ୍ୟାଣଙ୍କୁ ପ୍ରକାଶରାଜଙ୍କ ଅପିଲ

Advertisment

ଉପମୁଖ୍ୟମନ୍ତ୍ରୀ ଭାବେ ଘଟଣାର ତଦନ୍ତ କରିବା ଓ ଦୋଷୀଙ୍କୁ ଦଣ୍ଡଦେବା ଆପଣଙ୍କ ଦାୟିତ୍ବ । ଦେଶରେ ଅଧିକାଂଶ ସମୟରେ ସାମ୍ପ୍ରଦାୟିକ ହିଂସା ଚାଲିଛି ତେଣୁ ଅଯଥାରେ ଘଟଣାକୁ ଅତିରଂଜିତ କରନ୍ତୁନି । ସୋସିଆଲ ମିଡିଆ ପୋଷ୍ଟର ଜବାବ ରଖିଛନ୍ତି ପୱନକଲ୍ୟାଣ । ପାୱାରଷ୍ଟାର କହିଛନ୍ତି ସନାତନ ଧର୍ମ ପ୍ରତି ସମ୍ମାନ ରଖିବା ଓ ଏହାକୁ ସୁରକ୍ଷିତ ରଖିବା ଆମ  ସମସ୍ତଙ୍କ ଦାୟିତ୍ବ । ସନାତନ ଧର୍ମକୁ ଆକ୍ଷେପ କଲେ ଏହାକୁ ବରଦାସ୍ତ କରାଯିବନି ।

dsffs

କନକ ବ୍ୟୁରୋ: ତିରୁପତି ଲଡୁ ବିବାଦରେ ମୁହାମୁହିଁ ହୋଇଛନ୍ତି ଦକ୍ଷିଣ ଭାରତର ଦୁଇ ହେଭିୱେଟ ଷ୍ଟାର । ଡେପୁଟି ସିଏମ୍ ତଥା ପାୱାର ଷ୍ଟାର ପବନ କଲ୍ୟାଣଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତା ପ୍ରକାଶ ରାଜ । ସୋସିଆଲ ମିଡିଆରେ ପ୍ରଶ୍ନ କଲେ ଅଭିନେତା ପ୍ରକାଶ ରାଜ । ପ୍ରକାଶରାଜ କହିଛନ୍ତି ଲଡୁ ବିବାଦ ଆପଣଙ୍କ ରାଜ୍ୟରେ ଘଟିଛି । ଉପମୁଖ୍ୟମନ୍ତ୍ରୀ ଭାବେ ଘଟଣାର ତଦନ୍ତ କରିବା ଓ ଦୋଷୀଙ୍କୁ ଦଣ୍ଡଦେବା ଆପଣଙ୍କ ଦାୟିତ୍ବ । ଦେଶରେ ଅଧିକାଂଶ ସମୟରେ ସାମ୍ପ୍ରଦାୟିକ ହିଂସା ଚାଲିଛି ତେଣୁ ଅଯଥାରେ ଘଟଣାକୁ ଅତିରଂଜିତ କରନ୍ତୁନି । ସୋସିଆଲ ମିଡିଆ ପୋଷ୍ଟର ଜବାବ ରଖିଛନ୍ତି ପୱନକଲ୍ୟାଣ । ପାୱାରଷ୍ଟାର କହିଛନ୍ତି ସନାତନ ଧର୍ମ ପ୍ରତି ସମ୍ମାନ ରଖିବା ଓ ଏହାକୁ ସୁରକ୍ଷିତ ରଖିବା ଆମ  ସମସ୍ତଙ୍କ ଦାୟିତ୍ବ । ସନାତନ ଧର୍ମକୁ ଆକ୍ଷେପ କଲେ ଏହାକୁ ବରଦାସ୍ତ କରାଯିବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe