ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତିଙ୍କୁ ସାଇବର ଠକେଇ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ : ଠକି ନେଇଥିଲେ ୧୪ଲକ୍ଷ ଟଙ୍କା

Advertisment

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ସାଇବର ଠକେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ  ।  ଅଭିଯୁକ୍ତ ଦୁହେଁ ଗୁଜରାଟ ରାଜ୍ୟର

Updated On

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ସାଇବର ଠକେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ  ।  ଅଭିଯୁକ୍ତ ଦୁହେଁ ଗୁଜରାଟ ରାଜ୍ୟର

ଅଦ୍ୟତନ ହୋଇଛି
bmp 12

Photograph: (kanaknews)

କନକବ୍ୟୁରୋ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ସାଇବର ଠକେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ  ।  ଅଭିଯୁକ୍ତ ଦୁହେଁ ଗୁଜରାଟ ରାଜ୍ୟର ।  ଗତ ଫେବୃଆରୀ ୨୪ ତାରିଖରେ ଅଭିଯୁକ୍ତମାନେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କୁ ଡିଜିଟାଲ ଆରେଷ୍ଟ କରି ୧୪ଲକ୍ଷ ଟଙ୍କା ଠକି ନେଇଥିବା ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା  । ବ୍ରହ୍ମପୁର ପୋଲିସ ର ଏକ ଟିମ୍ ତଦନ୍ତ କରିବା ପରେ ଗୁଜରାଟରୁ ଦୁଇ ଅଭିଯୁକ୍ତଙ୍କୁ ଉଠାଇ ଆଣିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe