କନକ ବ୍ୟୁରୋ: ବାଂଲାଦେଶରେ ପୁଣି ଥରେ ଶେଖ ହସିନାଙ୍କ କାର୍ୟ୍ୟାଳୟ ଉପରେ ଆକ୍ରମଣ । କଠୋରପନ୍ଥୀ ମାନେ ପୁର୍ନବାର ଶେଖ ହସିନାଙ୍କ ମେଂଟ ସହଯୋଗୀ ଦଳର ମୁଖ୍ୟ କାର୍ୟ୍ୟାଳୟରେ ନିଆଁ ଲଗାଇ ଦେଇଥିବା ବେଳ ଅଫିସ ଭିତରେ ପଶି ଭଙ୍ଗାଭଙ୍ଗି କରିଛନ୍ତି। ହିସନାଙ୍କ ଆୱାମୀ ଲିଗକୁ ସମର୍ଥନ ଦିଏ ଜନତା ପାର୍ଟି , ଏବଂ କିଛିଦିନ ତଳେ ଜନା ପାର୍ଟି ଘୋଷଣା କରିଥିଲା ଯେ ରାଜଧାନୀ ଢାକାରେ ଏକ ରାଲିର ଆୟୋଜନ କରାଯିବ ଏବଂ ରାଲିରେ ଛାତ୍ର ସଙ୍ଗଠନ ପକ୍ଷରୁ କିଛି  ଯୁବକ ମସାଲ ଶୋଭାଯାତ୍ରା କରିଥିଲେ ବାସ ଏତିକିରେ ଦେଖାଯାଇଥିଲା ହିସାଂ । ବିପକ୍ଷ ଗୋଷ୍ଠୀ କାଯ୍ୟାଳୟରେ ପଶି ନିଆଁ ଲଗାଇଦେଇଥିଲେ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ୍ତ କରିଥିଲେ ।ତେବେ ଏପର୍ୟ୍ୟନ୍ତ ପୋଲିସ ମାଷ୍ଟରମାଇଣ୍ଡକୁ ଗିରଫ କରିପାରିନାହିଁ ଯାହାଫଳରେ ଅସନ୍ତୋଷ ବଢିଛି ।