କନକ ବ୍ୟୁରୋ : ନୟାଗଡ଼ ଦଶପଲ୍ଲା ବରିହାପିଟା ନିକଟରେ ସଡ଼କ ଦୁର୍ଘଟଣା । କଲଭର୍ଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ । ଟ୍ରକ ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ହେଲ୍ପର ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି । ବିଶାଖାପାଟଣାରୁ ସୁନ୍ଦରଗଡ଼କୁ ସିମେଣ୍ଟ ନେଇ ଯାଉଥିବା ବେଳେ ଟ୍ରକ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କଲଭର୍ଟ ତଳକୁ ଖସି ପଡ଼ିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଡ୍ରାଇଭର ମୃତ, ହେଲପର ଗୁରୁତର
ନୟାଗଡ଼ ଦଶପଲ୍ଲା ବରିହାପିଟା ନିକଟରେ ସଡ଼କ ଦୁର୍ଘଟଣା । କଲଭର୍ଟ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ । ଟ୍ରକ ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।
/kanak/media/media_files/2024/12/26/K3YRQZWrbssm3YypZBql.jpg)