ଟ୍ରଲରକୁ ପଛପଟୁ ପିଟିଲା ଟ୍ରକ୍ :ଏନ୍ଏଚ୍ ୧୬ ଭାଣପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Advertisment

କଟକ ଭୁବନେଶ୍ବର ଜାତୀୟ ରାଜପଥର ଭାଣପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରଲରକୁ ପଛପଟୁ ପିଟିଲା ଯାତ୍ରିବାହୀ ବସ୍ ।

କଟକ ଭୁବନେଶ୍ବର ଜାତୀୟ ରାଜପଥର ଭାଣପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରଲରକୁ ପଛପଟୁ ପିଟିଲା ଯାତ୍ରିବାହୀ ବସ୍ ।

traler

କନକବ୍ୟୁରୋ: କଟକ ଭୁବନେଶ୍ବର ଜାତୀୟ ରାଜପଥର ଭାଣପୁର  ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରଲରକୁ ପଛପଟୁ ପିଟିଲା ଯାତ୍ରିବାହୀ ବସ୍  ରାଉରକେଲାରୁ ଭୁବନେଶ୍ୱର ଫେରୁଥିବା ଏକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ବସ୍ ଡ୍ରାଇଭର ଏକ ଟ୍ରଲର ପଛପଟେ ବସକୁ ପିଟିଛି । ପ୍ରାୟ ଦଶ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଏସସିବି ବଡ ଡାକ୍ତରଖାନା ପଠାଯାଇଛି । 

ଘଟଣା ସ୍ଥଳରେ କଟକ ସଦର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ରାତି ଅନିଦ୍ରା ହେତୁ ଡ୍ରାଇଭର ଘୁମେଇ ପଡ଼ିଥିବା ସନ୍ଦେହ କରାଯାଉଛି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe