ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ, କୋଟିଏ ଟଙ୍କାର ଗଞ୍ଜେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ

Advertisment

ରାଜଧାନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଧରିଲା ସ୍ପେଶାଲ କ୍ରାଇମ ୟୁନିଟ ।

ରାଜଧାନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଧରିଲା ସ୍ପେଶାଲ କ୍ରାଇମ ୟୁନିଟ ।

ରାଜଧାନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ରାଜଧାନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ Photograph: (kanakNews)

କନକ ବ୍ୟୁରୋ: ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ । କୋଟିଏ ଟଙ୍କାର ଗଞ୍ଜେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ I ଦିନ ବେଳେ ଚୋରା ଗଞ୍ଜେଇ ଚାଲାଣ ଚାଲିଥିବାବେଳେ ମାଡିବସିଲା ପୁଲିସ ଟିମ । 

ଫୁଲବାଣୀ ରୁ ହିମାଚଳ ପ୍ରଦେଶ ଚାଲାଣ କରାଯାଉଥିବାର ଖବର ପାଇ ଚଢାଉ କରିଥିଲା ପୁଲିସ୍‌ ଟିମ୍‌ । ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପ୍ରାୟ ୫ କୁଇଣ୍ଟାଲ ରୁ ଊର୍ଦ୍ଧ୍ବ  ଗଂଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ  ହେବ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe