ଆମେରିକାରେ ବ୍ୟାପୁଛି ‘ଟ୍ରିପଲ-ଇ’ ; ମଶା କାମୁଡ଼ାରୁ ବ୍ୟାପୁଛି ଭାଇରସ, ଜଣଙ୍କର ମୃତ୍ୟୁ, ୫ଟି ମାମଲା ଚିହ୍ନଟ

Advertisment

ଆମେରିକାରେ ବ୍ୟାପୁଛି ‘ଟ୍ରିପଲ-ଇ’ ; ମଶା କାମୁଡ଼ାରୁ ବ୍ୟାପୁଛି ଭାଇରସ, ଜଣଙ୍କର ମୃତ୍ୟୁ, ୫ଟି ମାମଲା ଚିହ୍ନଟ ।ସଂକ୍ରମିତ ଅଞ୍ଚଳର ଆଖପାଖ ଅଞ୍ଚଳରେ ଆଲର୍ଟ । ସନ୍ଧ୍ୟା ୬ଟା ପରେ ବାହାରକୁ ନବାହାରିବାକୁ ପରାମର୍ଶ । ଆମେରିକାରେ ବ୍ୟାପୁଛି ‘ଟ୍ରିପଲ-ଇ’

TripleEEE

କନକ ବ୍ୟୁରୋ: ଆମେରିକାରେ ମଶା କାମୁଡ଼ାରୁ ବ୍ୟାପୁଛି ଏକ ନୂଆ ରୋଗ। ଏହାକୁ ‘ଟ୍ରିପଲ-ଇ’ ବା ‘ଇଷ୍ଟର୍ଣ୍ଣ ଇକ୍ବାଇନ ଏନସେଫାଲାଇଟିସ’ ଭାଇରସ କୁହାଯାଉଛି। ଚଳିତ ବର୍ଷ ଟ୍ରିପଲ-ଇ ଭାଇରସ ବ୍ୟାପୀବାରୁ ଆମେରିକାରେ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ୟ୍ୟନ୍ତ ୫ଟି ମାମଲା ଚିହ୍ନଟ ହୋଇଛି। ସଂକ୍ରମିତ ଅଞ୍ଚଳର ଆଖପାଖ ଅଞ୍ଚଳରେ ବି ଆଲର୍ଟ ଜାରି କରାଯାଇଛି। ସନ୍ଧ୍ୟା ୬ଟା ପରେ ବାହାରକୁ ନବାହାରିବାକୁ ଲୋକଙ୍କୁ ପ୍ରଶାସନ ଅପିଲ କରିଛି। ନ୍ୟୁ ହେମ୍ପସାୟର, ମେସାଚ୍ୟୁସେଟ୍ସ ଓ ଏହାର ଆଖପାଖ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe