କନକ ବ୍ୟୁରୋ : ମାଲକାନଗିରିରେ ଆଦିବାସୀ ମେଳି । ଜଙ୍ଗଲ ଜମି ଅଧିକାର ଦାବି ନେଇ ରଣହୁଙ୍କାର ଦେଇଛନ୍ତି ଆଦିବାସୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜଙ୍ଗଲ ଜମି ଉପରେ ଗୋଷ୍ଠୀଗତ ଅଧିକାର ଓ ପେସା ଆଇନ କାର୍ଯ୍ୟକାରୀ ଦାବି ନେଇ ହାତରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ବିକ୍ଷୋଭକୁ ଓହ୍ଳାଇଛନ୍ତି ଆଦିବାସୀ ।
ଜଙ୍ଗଲ ଜମି ଅଧିକାର ଦାବି ନେଇ ଆଦିବାସୀଙ୍କ ରଣହୁଙ୍କାର; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ
ଜଙ୍ଗଲ ଜମି ଅଧିକାର ଦାବି ନେଇ ରଣହୁଙ୍କାର ଦେଇଛନ୍ତି ଆଦିବାସୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଆଦିବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
/kanak/media/media_files/xyGSV8OL6zsY5sqv5brj.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)