ମାସ ମାସ ହେବ କିନ୍ନରଙ୍କୁ ମିଳୁନି ଭତ୍ତା । ବ୍ଲକ୍‌ ଅଫିସ୍ ଆଗରେ ହୋହାଲ୍ଲା ।

Advertisment

କିନ୍ନରମାନେ ଏକତ୍ରିତ ଭାବେ ଭଦ୍ରକ ସାମାଜିକ ସୁରକ୍ଷା ବିଭାଗ ଓ ବ୍ଲକ କାର୍ଯ୍ୟାଳୟରେ ହୋହାଲ୍ଲା କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କିନ୍ନରମାନଙ୍କୁ ଚିହ୍ନଟ କରାଯାଇ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭତ୍ତା ବଣ୍ଟନ କରାଯାଉଥିଲା ।

କିନ୍ନରମାନେ ଏକତ୍ରିତ ଭାବେ ଭଦ୍ରକ ସାମାଜିକ ସୁରକ୍ଷା ବିଭାଗ ଓ ବ୍ଲକ କାର୍ଯ୍ୟାଳୟରେ ହୋହାଲ୍ଲା କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କିନ୍ନରମାନଙ୍କୁ ଚିହ୍ନଟ କରାଯାଇ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭତ୍ତା ବଣ୍ଟନ କରାଯାଉଥିଲା ।

10-କିନ୍ନର

କନକ ବ୍ୟୁରୋ: ମାସ ମାସ ହେବ କିନ୍ନରଙ୍କୁ ମିଳୁନି ଭତ୍ତା । ଫେକ୍ କିନ୍ନର ପ୍ରମାଣପତ୍ର କହି ଭତ୍ତା ଅଟକାଇଛନ୍ତି ବିଭାଗୀୟ ଅଧିକାରୀ । ଯାହାକୁ ନେଇ କିନ୍ନରମାନେ ଏକତ୍ରିତ ଭାବେ ଭଦ୍ରକ ସାମାଜିକ ସୁରକ୍ଷା ବିଭାଗ ଓ ବ୍ଲକ କାର୍ଯ୍ୟାଳୟରେ ହୋହାଲ୍ଲା କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ କିନ୍ନରମାନଙ୍କୁ ଚିହ୍ନଟ କରାଯାଇ ସାମାଜିକ ସୁରକ୍ଷା ବିଭାଗ ତରଫରୁ ଭତ୍ତା ବଣ୍ଟନ କରାଯାଉଥିଲା । ଏଥିରେ ଭଦ୍ରକ ଜିଲ୍ଲାର ଅନେକ କିନ୍ନର ଚିହ୍ନଟ ହେବା ସହିତ ପ୍ରମାଣପତ୍ର ଦେଇ ଭତ୍ତା ପାଇ ଆସୁଥିଲେ । ମାତ୍ର ଭଦ୍ରକ ବ୍ଲକ ବହୁଦରଡା ପଞ୍ଚାୟତରେ ଗତ ଦୁଇ ମାସ ହେବ ବିଭାଗୀୟ ଅଧିକାରୀଙ୍କ ପରାମର୍ଶ କ୍ରମେ ଭତ୍ତା ଦେଉନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କିନ୍ନର ସଂଘର ସଭାପତି ଶ୍ରାବଣୀଙ୍କ ସମେତ ଅନେକ କିନ୍ନର ଭଦ୍ରକ ବ୍ଲକରେ ପହଞ୍ଚି ବ୍ଲକ ସାମାଜିକ ସୁରକ୍ଷା ଅଧିକାରଙ୍କ  କାର୍ୟ୍ୟାଳୟରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe