ଭୁବେନେଶ୍ବରର ନିଳାଦ୍ରୀବିହାରଠାରେ ଅବସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲ୍ଟୀ ଉତ୍କଳ ହସ୍ପିଟାଲରେ ପ୍ରଥମ Transcatheter Aortic Valve Implantation (TAVI) ସଫଳତାର ସମ୍ପନ୍ନ ହୋଇଅଛି l ପୀଡ଼ିତl ଜଣେ ମହିଳା, ବୟସ ୫୯ ଅନେକ ଦିନହେବ Aortic Stenosis ଯୋଗୁଁ ଛାତିରେ ଯନ୍ତ୍ରଣା ଏବଂ ମୁଣ୍ଡ ଘୁରେଇବା ଅନୁଭବ କରୁଥିଲେ କର୍କଟ ରୋଗି ମଧ୍ୟ ଥିଲେ ତେଣୁ ଅସ୍ତ୍ରଉପଚାର କରି valve change କରିବା ବିପଦପୂର୍ଣ୍ଣ ଥିଲା, ସେଥିପାଇଁ ଏହି ରୋଗୀଙ୍କ ପାଈଁ TAVI ଦ୍ଵାରା Valve ବଦଳେଇବା ଏକମାତ୍ର ବୀକଳ୍ପ ଉପାୟ ଥିଲା l
ଏହି ଉପାୟରେ damage Aortic Valveକୁ ବିନା ଅସ୍ତ୍ରଉପଚlରରେ ଚିକିତ୍ସା କରାଯାଏ ଏଥିରେ ପୁରୁଣା damage Valve ଉପରେ ଅନ୍ୟ ଏକ ନୂତନ Bioprosthetic Valve ଲଗାଯାଏ l ଏହା ଏକ ଅତ୍ୟାଧୁନିକ ପଦ୍ଧତି l ଏହା ଗୋଡର ରକ୍ତ ନଳୀ ମଧ୍ୟଦେଇ Valve କୁ ଲଗାଯାଇଥାଏ l ଏହି ପଦ୍ଧତି ଦ୍ଵାରା ଛାତିକୁ କାଟିବାକୁ ଆବଶ୍ୟକ ହୁଏନାହିଁ କିମ୍ବା ଜେନେରାଲ anesthesia ଦିଆଯାଇନାହିଁ ଏହି ଉପଚାର ପରେ ରୋଗୀ ୧୦ ରୁ ୧୨ ଘଣ୍ଟା ପରେ ବୁଲାବୁଲି କରନ୍ତି ଏବଂ ୨ ରୁ ୩ ଦିନ ମଧ୍ୟରେ ହସ୍ପିଟାଲରୁ ପ୍ରସ୍ଥାନ କରନ୍ତି l ଏହି ଅତ୍ୟାଧୁନିକ ପଦ୍ଧତିକୁ ଉତ୍କଳ ହସ୍ପିଟାଲର ବରିଷ୍ଠ interventional Cardiologist Dr.Susanta Pradhan ତାଙ୍କ ଟିମ୍ ସଫଳତାର ସଂପନ୍ନ କରିଥିଲେ ଏଥିରେ ଡଃ. ଅଞ୍ଜନ ଦାସ ସହୋଜୋଗ କରିଥିଲେ l ରୋଗୀ ଆଜି ହସପିଟାଲରୁ ପ୍ରସ୍ଥାନ କରିଛନ୍ତି l ଏହି ସଫଳତା ପାଈଁ ହସ୍ପିଟାଲର ଚେୟାରମ୍ୟାନ Dr. Aditya Samal ,ପରିଚାଳନା ନିର୍ଦେଶକ ଡ଼ଃ. ପ୍ରଜ୍ଞାନ ରଞ୍ଜନ ଘଡେ଼ଇ ,ଡାଇରେକ୍ଟର ମେଡ଼ିକାଲ ସର୍ଭିସେସ, ଡଃ. ରଞ୍ଜନ କୁମାର ମହାପାତ୍ର,C. O. O., Mr .Manav ପ୍ରମୁଖ ପ୍ରରିଚlଳନ। ସଦସ୍ୟ ମାନେ ସମସ୍ତଙ୍କୁ ସାଧୁବାଦ ଦେଇଥିଲେ