କନକ ବ୍ୟୁରୋ: ଏକତରଫା ପ୍ରେମର କରୁଣ ପରିଣତି । ଏସିଡ୍ ମାଡ଼ କରିବାକୁ ଧମକ ଦେଇ ପ୍ରେମିକ ଗିରଫ । ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ ସୁନୀଲ ସେଠୀ । ଝିଅ ରାଜି ନହେବାରୁ ଜବରଦସ୍ତି ପ୍ରେମ କରିବାକୁ ବାଧ୍ୟ କରିଥିଲା ବୋଲି ଘରେ ବାରମ୍ବାର ଜଣାଇଥିଲେ ଯୁବତୀ ଜଣକ । ଏପରିକି ଯୁବତୀକୁ ଆକ୍ରମଣ କରିବାକୁ ପଛାଇ ନଥିଲା । ଆଜି ଏସିଡ୍ ମାଡ଼ କରିବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକ ସୁନୀଲକୁ କାବୁ କରିଥିଲେ । ସହିଦ ନଗର ଥାନାକୁ ଫୋନ୍ କରି ଜଣାଇବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସୁନୀଲକୁ ଗିରଫ କରିଛି ।
ରାଜଧାନୀରେ ଏକତରଫା ପ୍ରେମର କରୁଣ ପରିଣତି; ଏସିଡ୍ ମାଡ଼ କରିବାକୁ ଧମକ ଦେଇ ଗିରଫ ହେଲା ପ୍ରେମିକ…
ଆଜି ଏସିଡ୍ ମାଡ଼ କରିବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକ ସୁନୀଲକୁ କାବୁ କରିଥିଲେ ।
/kanak/media/media_files/2025/05/19/Ow6OdgH8ec4xBADEr7L8.jpg)