କନକ ବ୍ୟୁରୋ : ନବରଙ୍ଗପୁରରେ ବସ ଓ ପାଇପ ବୋଝେଇ ଟ୍ରକ ମଧ୍ୟରେ ଧକ୍କା। ରାସ୍ତା ତଳକୁ ଖସିପଡ଼ିଲା ବସ। ଦୁଲପୁର ଛକରେ ଦୁର୍ଘଟଣା ଘଟିଛି। ସମ୍ବଲପୁରରୁ ଦାମନଯୋଡି ଯାଉଥିବା ଡେଜି ନାମକ ଘରୋଇ ବସ। କର୍ଣ୍ଣାଟକରୁ ରାୟପୁର ନିକଟ ରାୟଗଡ ଯାଉଥିବା ଟ୍ରକ ମଧ୍ୟରେ ଧକ୍କା ହେଇଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମୁହାଁମୁହିଁ ହେଲେ ବସ୍-ଟ୍ରକ୍ : ୪ ଆହତ ମେଡ଼ିକାଲରେ ଭର୍ତ୍ତି
ସମ୍ବଲପୁରରୁ ଦାମନଯୋଡି ଯାଉଥିବା ଡେଜି ନାମକ ଘରୋଇ ବସ। କର୍ଣ୍ଣାଟକରୁ ରାୟପୁର ନିକଟ ରାୟଗଡ ଯାଉଥିବା ଟ୍ରକ ମଧ୍ୟରେ ଧକ୍କା ହେଇଛି
/kanak/media/media_files/2025/01/15/Y3FSIzJIzchBQhvsTFEj.png)