କନକ ବ୍ୟୁରୋ : ରାଖୀ ପୂର୍ଣ୍ଣିମାରେ ବଡ଼ ଅଘଟଣ । ନଦୀରେ ବୁଡ଼ ପକାଉଥିବା ବେଳେ ଭାସିଗଲେ ଦୁଇ ଭଉଣୀ । ସୁବର୍ଣ୍ଣରେଖା ନଦୀରେ ବୁଡ଼ ପକାଇବା ସମୟରେ ପ୍ରଥମେ ତିନି ଜଣ ଭାସି ଯାଇଥିଲେ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ନାବାଳିକା ନିଖୋଜ ହୋଇଯାଇଛନ୍ତି । ଜଳେଶ୍ୱର ଶିଖରପୁର ଘାଟରେ ବୁଡ଼ ପକାଉଥିବା ବେଳେ ନଦୀ ସ୍ରୋତରେ ଭାସି ଯାଇଛନ୍ତି । ନିଖୋଜ ଦୁଇ ନାବାଳିକା ହେଉଛନ୍ତି ସ୍ଥାନୀୟ ଚକହରି ଗାଁର । ଏବେ ବି ଦୁଇ ଭଉଣୀ ନିଖୋଜ ଥିବାବେଳେ ଖୋଜାଖୋଜି ଜାରି ରହିଛି ।
ନଦୀରେ ବୁଡ଼ ପକାଇବାବେଳେ ଭାସିଗଲେ କାଉଡ଼ିଆ ଭଉଣୀ
ସୁବର୍ଣ୍ଣରେଖା ନଦୀରେ ବୁଡ଼ ପକାଇବା ସମୟରେ ପ୍ରଥମେ ତିନି ଜଣ ଭାସି ଯାଇଥିଲେ । ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଦୁଇ ନାବାଳିକା ନିଖୋଜ ହୋଇଯାଇଛନ୍ତି ।
/kanak/media/media_files/2025/08/09/two-sisters-swept-away-2025-08-09-10-11-28.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)