କନକ ବ୍ୟୁରୋ : ଲିଫ୍ଟରେ ଚାପିହୋଇ ଗଲା ଜୀବନ । ଭଦ୍ରକ ମେଡିକାଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଲିଫ୍ଟରେ ଚାପିହୋଇ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ଅଂଚଳର ମିନତୀ ପରିଡା ଚିକିତ୍ସା ପାଇଁ ଭଦ୍ରକ ମେଡିକାଲ ଆସିଥିବା ବେଳେ ଲିଫ୍ଟରେ ମେଡିସିନ ୱାର୍ଡକୁ ଯାଉଥିଲେ। ତେବେ ଲିଫ୍ଟରେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ଟାଉନ ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ଲିଫ୍ଟରେ ଚାପି ହୋଇ ରୋଗୀ ମୃତ
ଲିଫ୍ଟରେ ଚାପିହୋଇ ଜଣେ ମହିଳା ରୋଗୀଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ ଅନ୍ତର୍ଗତ ରାନ୍ଦିଆ ଅଂଚଳର ମିନତୀ ପରିଡା ଚିକିତ୍ସା ପାଇଁ ଭଦ୍ରକ ମେଡିକାଲ ଆସିଥିବା ବେଳେ ଲିପ୍ଟରେ ମେଡ଼ିସିନ ୱାର୍ଡକୁ ଯାଉଥିଲେ।
/kanak/media/media_files/2025/04/24/1O7k0Rdal9gNZzpjrzRF.jpg)