କନକ ବ୍ୟୁରୋ : ୟୁରୋପୀୟ ସଂଘ (ଇୟୁ) ସହିତ ବାଣିଜ୍ୟ ରାଜିନାମା ଶୀଘ୍ର ସ୍ବାକ୍ଷର ହେବ। ଜାନୁଆରି ୨୬ ପୂର୍ବରୁ ଆଲୋଚନା ଶେଷ ହେବା ନେଇ ଆଶା ରହିଛି ବୋଲି ଆଜି ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି, ଉଭୟ ପକ୍ଷ ବାଣିଜ୍ୟ ରାଜିନାମାକୁ ଚୂଡ଼ାନ୍ତ ହେବାର ଅତି ନିକଟରେ ପହଞ୍ଚିଛି। ଉଭୟ ପକ୍ଷର ନେତୃବୃନ୍ଦ ନୂଆଦିଲ୍ଲୀରେ ପରସ୍ପରକୁ ଭେଟିବା ପୂର୍ବରୁ ଆଲୋଚନା ଶେଷ ହୋଇପାରିବ କି ନାହିଁ ତାହା ଉପରେ ନଜର ରହିଛି। ଜାନୁଆରି ୨୬ରେ ସାଧାରଣତନ୍ତ୍ର ଦିବସରେ ୟୁରୋପୀୟ ସଂଘର ନେତୃବୃନ୍ଦ ଯୋଗଦେବେ। ଏହାପରେ ୨୭ ତାରିଖରେ ଭାରତ-ଇୟୁ ସମ୍ମିଳନୀ ହେବ।
ବାଣିଜ୍ୟ ସଚିବଙ୍କ ସୂଚନା, ଜାନୁଆରି ୨୬ ପୂର୍ବରୁ ୟୁରୋପୀୟ ସଂଘ ସହ ବାଣିଜ୍ୟ ଚୁକ୍ତି
ଜାନୁଆରି ୨୬ ପୂର୍ବରୁ ଆଲୋଚନା ଶେଷ ହେବା ନେଇ ଆଶା ରହିଛି ବୋଲି ଆଜି ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି, ଉଭୟ ପକ୍ଷ ବାଣିଜ୍ୟ ରାଜିନାମାକୁ ଚୂଡ଼ାନ୍ତ ହେବାର ଅତି ନିକଟରେ ପହଞ୍ଚିଛି।
/kanak/media/media_files/2026/01/15/15bbs_152_15012026_111-2026-01-15-22-19-44.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)