ସକାଳୁ ସକାଳୁ ଟ୍ୱିନସିଟିରେ କାଚିଲା ବର୍ଷା ; ଫିକା ପଡିଲା ଦୀପାବଳିର ଦ୍ୱିତୀୟ ଦିନ

ସକାଳୁ ସକାଳୁ ପ୍ରବଳ ବର୍ଷା ଦୀପାବଳିକୁ ଫିକା କରିଦେଇଛି । ପ୍ରବଳ ବର୍ଷାରେ ଟ୍ୱିନସିଟି ଭିଜିଛି । ଘଡଘଡି ସହ ପ୍ରବଳ ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘର ଭିତରେ ପାଣି ପଶିଯାଇଛି

Screen Shot 2024-11-01 at 10.09.41 AM

କନକ ବ୍ୟୁରୋ: କାଲି ଅନେକ ଲୋକ ଦୀପାବଳି ପାଳିଥିବାବେଳେ ଆଜି ମଧ୍ୟ ଅନେକ ଲୋକ ଦୀପାବଳି ପାଳିବାକୁ ପ୍ରସ୍ତୁତି କରିଛନ୍ତି  । ହେଲେ ସକାଳୁ ସକାଳୁ ପ୍ରବଳ ବର୍ଷା ଦୀପାବଳିକୁ ଫିକା କରିଦେଇଛି । ପ୍ରବଳ ବର୍ଷାରେ ଟ୍ୱିନସିଟି ଭିଜିଛି । ଘଡଘଡି ସହ ପ୍ରବଳ ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘର ଭିତରେ ପାଣି ପଶିଯାଇଛି । ପ୍ରଥମ ଦିନ ଦୀପାବଳିରେ ପାଗ ସ୍ୱାଭାବିକ ଥିବାବେଳେ ଆଜି ହଠାତ୍ ବର୍ଷା ଉତ୍ସବର ମାହୋଲକୁ ଫିକା କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe