କନକ ବ୍ୟୁରୋ: କାଲି ଅନେକ ଲୋକ ଦୀପାବଳି ପାଳିଥିବାବେଳେ ଆଜି ମଧ୍ୟ ଅନେକ ଲୋକ ଦୀପାବଳି ପାଳିବାକୁ ପ୍ରସ୍ତୁତି କରିଛନ୍ତି । ହେଲେ ସକାଳୁ ସକାଳୁ ପ୍ରବଳ ବର୍ଷା ଦୀପାବଳିକୁ ଫିକା କରିଦେଇଛି । ପ୍ରବଳ ବର୍ଷାରେ ଟ୍ୱିନସିଟି ଭିଜିଛି । ଘଡଘଡି ସହ ପ୍ରବଳ ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘର ଭିତରେ ପାଣି ପଶିଯାଇଛି । ପ୍ରଥମ ଦିନ ଦୀପାବଳିରେ ପାଗ ସ୍ୱାଭାବିକ ଥିବାବେଳେ ଆଜି ହଠାତ୍ ବର୍ଷା ଉତ୍ସବର ମାହୋଲକୁ ଫିକା କରିଛି ।
ସକାଳୁ ସକାଳୁ ଟ୍ୱିନସିଟିରେ କାଚିଲା ବର୍ଷା ; ଫିକା ପଡିଲା ଦୀପାବଳିର ଦ୍ୱିତୀୟ ଦିନ
ସକାଳୁ ସକାଳୁ ପ୍ରବଳ ବର୍ଷା ଦୀପାବଳିକୁ ଫିକା କରିଦେଇଛି । ପ୍ରବଳ ବର୍ଷାରେ ଟ୍ୱିନସିଟି ଭିଜିଛି । ଘଡଘଡି ସହ ପ୍ରବଳ ବର୍ଷା ଯୋଗୁଁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘର ଭିତରେ ପାଣି ପଶିଯାଇଛି
/kanak/media/media_files/2024/11/01/74llwdPfuHP1qUq5LQF4.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)