ବଦଳିବ ପ୍ରଥମରୁ ଅଷ୍ଟମ ପାଠ୍ୟକ୍ରମ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟକ୍ରମରେ ହେବ ବଡ଼ ପରିବର୍ତ୍ତନଏନସିଆରଟି ଢାଞ୍ଚାରେ ହେବ ବହି ପ୍ରସ୍ତୁତଶିକ୍ଷାବିତ ଓ ଅଭିଭାବକ କହିଲେ ବାରମ୍ବାର ପାଠ୍ୟକ୍ରମ ବଦଳିଲେ ଅସୁବିଧାରେ ସମ୍ମୁଖୀନ ହେବେ ଛାତ୍ରଛାତ୍ରୀ
ସରକାରୀସହାୟତା ସମୁଦ୍ରକୁ ଶଙ୍ଖେ
୫୨ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ସିଏମ କିଷାନ ଟଙ୍କାଖୁସି ହେଲେ ବରଗଡର ଚାଷୀଜଳେଶ୍ୱରର ଚାଷୀ କହିଲେବସ୍ତେ ସାରକୁ ନିଅଣ୍ଟ ସରକାରୀ ସହାୟତାସାର ମହଙ୍ଗାକୁ ମଜରୁରୀ ମହଙ୍ଗାକେମିତି ଉପକୃତ ହେବେ ଚାଷୀ
ଭାଙ୍ଗିଗଲା କଟକ ଷ୍ଟେସନ ଛାତ
କଟକ ରେଳ ଷ୍ଟେସନ ଛାତ ଭାଙ୍ଗି ଜଣେ ଟେକ୍ନିକାଲ ଷ୍ଟାଫ୍ ଆହତଲୋକଙ୍କ ଭିତରେ ପଶିଲା ଛାନିଆସଫେଇ ଦେଲା ରେଳବାଇଅଘଟଣ ପରେ ତେଜିଲା ରାଜନୀତି
ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ତ୍ରୁଟିସ୍ପାଏ କ୍ୟାମେରା ପଶିବା ପରେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନଏସପି କହିଲେ ଆଇନ ମୁତାବକ ହେବ କାର୍ଯ୍ୟାନୁଷ୍ଠାନଖୁବଶୀଘ୍ର ଭକ୍ତଙ୍କ ପାଇଁ ଆସିବ ମାର୍ଗଦର୍ଶିକା
ଗଡ଼ୁଛି ମୁଣ୍ଡଖୋଲୁନି ତୁଣ୍ଡ
ହାଇପ୍ରୋଫାଇଲ ମୃତ୍ୟୁ ଘଟଣାରେ ଖୋଲୁନି ରହସ୍ୟଚୁପ୍ ବସିଛନ୍ତି ଡିଜିଚାପରେ ଏସପିଯାହାକୁ ପଚାରିଲେ ଗୋଟିଏ ଉତ୍ତରଚାଲିଛି ତଦନ୍ତବିଶେଷଜ୍ଞ କହିଲେ ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ନହେଲେ ଦୁର୍ବଳ ହେବ ମାମଲା
ଶତ୍ରୁଙ୍କୁ ସତର୍କ କଲା ଭାରତ
ପୁଣି ଥରେ ଶତ୍ରୁ ଦେଶକୁ ମାନବିକତା ଦେଖାଇଲା ଭାରତତୱି ନଦୀରେ ଭୀଷଣ ବନ୍ୟା ଆଶଙ୍କା ନେଇ ପାକିସ୍ତାନକୁ ଭାରତ କଲା ସତର୍କବୁଡିଲା କରତାର ସାହେବ କରିଡର୮ ଶହ ମୃତ
କାଶ୍ମୀରରେ ବନ୍ୟା ତାଣ୍ଡବ
ଅଧା ଦେଶରେ ବନ୍ୟାର ତାଣ୍ଡବଜମ୍ମୁକାଶ୍ମୀରରେ ୫୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷାବୈଷ୍ଣୋବଦେବୀ ଭୂସ୍ଖଳନରେ ବଢୁଛି ମୃତକଙ୍କ ସଂଖ୍ୟା
ଆମେରିକା ଉପରେ ଭାରୀ ପଡ଼ିବ ଟାରିଫ୍ଯୁଦ୍ଧ !
ଭାରତ ଉପରେ ଲାଗିଲା ଟ୍ରମ୍ପଙ୍କ ଅତିରିକ୍ତି ୨୫ ପ୍ରତିଶତ ଟାରିଫ୍ମୋଟ ୫୦ ପ୍ରତିଶତ ଟାରିଫ ପରେ ଭାରତୀୟ ବଜାର ପ୍ରଭାବିତ ହେବା ଆଶଙ୍କାସେପଟେ ୪୦ ଦେଶ ସହ ବ୍ୟବସାୟ ବୃଦ୍ଧି କରିବାକୁ ମୋଦୀଙ୍କ ଯୋଜନା
ବିହାରରେ ବଢ଼ୁଛି ବିରୋଧୀଙ୍କ
ବଳବିହାରରେ ବଢୁଛି ବିରୋଧୀଙ୍କ ବଳଭୋଟ ଅଧିକାର ଯାତ୍ରାରେ ସାମିଲ ହେଲେ ଇଣ୍ଡି ମେଣ୍ଟ ସହଯୋଗୀ ଦଳର ନେତା ପହଂଚିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ
ଆଇପିଏଲ୍ ଛାଡ଼ିଲେ ଅଶ୍ୱିନ
ଆଇପିଏଲରୁ ଅବସର ନେଲେ ଆର୍ ଅଶ୍ୱିନବିଦେଶୀ ପ୍ରିମିୟର ଲିଗ୍ ଖେଳିବାକୁ ଯୋଜନାଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଟେଷ୍ଟ କ୍ରିକେଟରୁ ନେଇଥିଲେ ଅବସର