୧୮ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି 
୮ ଜିଲ୍ଲାରେ ୧୮ ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ମଞ୍ଜୁରୀ, ଆସିବ ୪ ହଜାର ୫୧୫ କୋଟି ଟଙ୍କାର ପୁଞ୍ଜିନିବେଶ, ସୃଷ୍ଟି ହେବ ୮ ହଜାର ୨ ଶହ ନିଯୁକ୍ତି 

 ଆଧାର ଅବୈଧ କାହିଁକି ?

Advertisment

ଜନ୍ମପଞ୍ଜିକରଣରୁ ସରକାରୀ ସୁବିଧା ସବୁଠି ଖୋଜା ପଡ଼ୁଛି ଆଧାର କାର୍ଡ, ହେଲେ ଭୋଟରଙ୍କ କ୍ଷେତ୍ରରେ କେମିତି ହୋଇଗଲା ଅବୈଧ, ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପୂର୍ବରୁ ଉଠିଲା ପ୍ରଶ୍ନ 

 ଧାଡ଼ି ଦର୍ଶନ ସୁବିଧା କେବେ 
୮ ମାସ ପରେ ବି ଶ୍ରୀମନ୍ଦିର ଭିତର ଦର୍ଶନ ପାଇଁ ଆରମ୍ଭ ହୋଇପାରିଲାନି ଧାଡ଼ି ବ୍ୟବସ୍ଥା, ପରିଚାଳନା କମିଟି ହୋଇନଥିବାରୁ ବଢୁନି କାମ, ପୁଣି ସେପ୍ଟେମ୍ବରକୁ କଣ୍ଟ ଦେଲେ ଆଇନମନ୍ତ୍ରୀ 

ଟଙ୍କା ଅଛି, ହୋଇପାରୁନି ଖର୍ଚ୍ଚ 
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଜବ ସ୍ଥିତି, ବଢୁଛି ବଜେଟ କିନ୍ତୁ ହୋଇପାରୁନି ଖର୍ଚ୍ଚ, ୭ ଟି ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ 

 ଲଗେଜ କଟକଣା, ଯାତ୍ରୀଙ୍କ ବିରୋଧ 
ବିମାନ ଭଳି ଟ୍ରେନ୍ ଯାତ୍ରୀଙ୍କ ପାଇଁ ଲାଗିବ ଲଗେଜ କଟକଣା, ଧାର୍ୟ୍ୟ ସୀମା ଠାରୁ ଅଧିକ ସାମଗ୍ରୀ ସାଂଗରେ ନେଉଥିଲେ ଦେବାକୁ ହେବ ଅଲଗା ଶୁଳ୍କ

ବଢୁଛି ଆତ୍ମହତ୍ୟା, ଜଣା ପଡ଼ୁନି କାରଣ 
ରାଜ୍ୟରେ ବଢୁଛି ଆତ୍ମହତ୍ୟା ଘଟଣା, ୬ ମାସରେ ଭୁବନେଶ୍ୱରରେ ଗଲାଣି ୧୭୮ ଜୀବନ, ଅପମୃତ୍ୟୁ ମାମଲା ରୁଜୁ କରି ବସିପଡୁଛି ପୁଲିସ

 ଜେଲରୁ ଚାଲିପାରିବନି ସରକାର 
ଲୋକସଭାରେ ହାଇଡ୍ରାମା, ଆଗତ ହେଲା ସମ୍ବିଧାନ ସଂଶୋଧନ ବିଲ-୨୦୨୫, ବିଧେୟକ ଉପସ୍ଥାପନ ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରକୁ ବିଲ୍ ଚିରି ଫୋପାଡିଲେ ବିରୋଧୀ, ଜେପିସିକୁ ପଠାଇବାକୁ ସରକାରଙ୍କ ପ୍ରସ୍ତାବ 

 ମହଙ୍ଗା ପଡ଼ିଲା ମିଛ ବିଜ୍ଞାପନ
ରାପିଡୋ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ,  କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ ଦେଲେ ଆଦେଶ,  ଗ୍ୟାରେଣ୍ଡେଡ୍‌ ଅଟୋ  ଓ ୫ ମିନିଟ୍‌ରେ ଅଟୋ ନହେଲେ ୫୦ ଟଙ୍କା ଭଳି ବିଜ୍ଞାପନ ଦେଇ ଗ୍ରାହକଙ୍କୁ କରାଯାଉଥିଲା ଭ୍ରମିତ 

ସାମାନ୍ୟ କଳିରୁ ହତ୍ୟାକାଣ୍ଡ
 ବିଦ୍ୟାମନ୍ଦିରରେ ବିଦ୍ୟାର୍ଥୀଙ୍କୁ ହତ୍ୟା,  ଗୁଜରାଟର ଅହମଦାବାଦରେ ବୀଭତ୍ସ କାଣ୍ଡ,   ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ର,  ସ୍କୁଲ ବାହାରେ ଅଭିଭାବକଙ୍କ ପ୍ରତିବାଦ, ଭଙ୍ଗାରୁଜା, ତୀବ୍ର ଉତ୍ତେଜନା 

 ଜନଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା
 ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ,  ଜନ ଶୁଣାଣି ବେଳେ ଜଣେ ଯୁବକ ଚାପୁଡା ମାରିଥିବା ଅଭିଯୋଗ,  ଅଭିଯୁକ୍ତକୁ ଗିରଫ ପରେ ପଚରାଉଚରା କରୁଛି ପୁଲିସ,  ଦିନକ ପୂର୍ବରୁ ରେକି କରିଥିଲା ଅଭିଯୁକ୍ତ