ଏହି ଘଣ୍ଟାର ୧୦ ବଡ଼ ଖବର

Advertisment

ଇଡିର କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟଙ୍କ ଭତ୍ସନା, ଆଇନ ସୀମା ଭିତରେ ରହି କାମ କରିବାକୁ ପରାମର୍ଶ, ଅନେକ ମାମଲାର ଆଧାର ନେଇ ଉଠାଇଲେ ପ୍ରଶ୍ନ

ଇଡିର କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟଙ୍କ ଭତ୍ସନା, ଆଇନ ସୀମା ଭିତରେ ରହି କାମ କରିବାକୁ ପରାମର୍ଶ, ଅନେକ ମାମଲାର ଆଧାର ନେଇ ଉଠାଇଲେ ପ୍ରଶ୍ନ

Capture

ପ୍ରଭୁଙ୍କ ଧାମରେ ବୋମାମାଡ଼

ମହାପ୍ରଭୁଙ୍କ ଧାମ ପୁରୀରେ ପୁଣି ଫୁଟିଲା ବୋମା, ନୂଆ ତୋଟା ଜାଗା ଘର ନିକଟରେ ବୋମା ଫିଙ୍ଗି ଫେରାର ହୋଇଗଲେ ୩ ଦୁର୍ବୃତ୍ତ, ପୂର୍ବ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ, ପୁଲିସର ତଦନ୍ତ ଜାରି

"ଝିଅକୁ ମାରିଛନ୍ତି ବାପା-ମାଆ'

ନିଆଁରେ ପୋଡ଼ି ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା, ଗିରଫ ପୁରୁଷ ବନ୍ଧୁଙ୍କ ମାଆ ଆଣିଲେ ସଙ୍ଗିନ ଅଭିଯୋଗ, କହିଲେ, ଝିଅକୁ ପୋଡ଼ି ମାରିଛନ୍ତି ତାର ବାପା ଓ ମାଆ

 ବିଜେଡିର ବଡ଼ ନିଷ୍ପତ୍ତି

ବିଜେଡି ନେତା ମହେଶ ସାହୁଙ୍କ ବଡ଼ ବୟାନ, କହିଲେ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବନି ବିଜଡି. କଂଗ୍ରେସ କହିଲା, ଭୟରେ ଏନଡିଏକୁ ଯିବ ବିଜେଡିର ଭୋଟ

 ବିଦା ଦେଲେ ନିଶାସକ୍ତ ଆମ୍ବୁଲାନ୍ସ ଡ୍ରାଇଭର

ମୟୂରଭଞ୍ଜ ସ୍ୱାସ୍ଥ୍ୟ ଅଧିକାରୀ ନେଲେ କାର୍ଯ୍ୟାନୁଷ୍ଠାନ,ବିଦା ହେଲେ ନିଶାସକ୍ତ ଆମ୍ବୁଲାନ୍ସ ଡ୍ରାଇଭର, ମଦ୍ୟପାନ କରି ଆମ୍ବୁଲାନ୍ସରେ ନେଉଥିଲେ ରୋଗୀ

 ମାଆ ବିରୋଧରେ ଥାନାରେ ପୁଅ

ଯାତ୍ରା କଳାକାର ସୋନାଲି ଓ ଶ୍ରୀକ୍ଷେତ୍ରଙ୍କ ମାମଲାରେ ନୂଆ ମୋଡ, ବାପାଙ୍କୁ ନିର୍ଦ୍ଦୋଷରେ ଛାଡ଼ିବାକୁ କୃଷ୍ଣପ୍ରସାଦ ଥାନାରେ ନାବାଳକ ପୁଅର ଗୁହାରି, ସେପଟେ ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପୁଅକୁ ଛାଡିବାକୁ ଶ୍ରୀକ୍ଷେତ୍ରଙ୍କ ନିବେଦନ

  ଇଭି ଗାଡିକୁ ଭରସା ନାହିଁ

ଛତ୍ରପୁର ଜାତୀୟ ରାଜପଥ ନିକଟରେ ଟ୍ରକରେ ଲାଗିଲା ନିଆଁ, ଜଳିଗଲା ୩୦ ରୁ ଅଧିକ ବ୍ୟାଟେରୀ ଗାଡ଼ି, ନିଆଁକୁ ଆୟତ କରିବାକୁ ନାକେଦମ୍ ହେଲା ଅଗ୍ନିଶମ ବିଭାଗ

  ଟ୍ରମ୍ପଙ୍କ ଟାରିଫକୁ କେମିତି ସାମ୍ନା କରିବ ଭାରତ !

ଟ୍ରମ୍ପଙ୍କ ଟାରିଫର ଜବାବ ଦେବାକୁ ଭାରତର ପ୍ରସ୍ତୁତ, ବିଦେଶୀ ରାଷ୍ଟ୍ରଙ୍କ ସହ ମୋଦୀଙ୍କ ଆଲୋଚନା, ଋଷରେ ପହଂଚି ପୁଟିନଙ୍କୁ ଭେଟିଲେ ଡୋଭାଲ

 "ଲାଗୁଛି ଇଡି ନିର୍ବାଚନ ଲଢୁଛି'

ଇଡିର କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟଙ୍କ ଭତ୍ସନା, ଆଇନ ସୀମା ଭିତରେ ରହି କାମ କରିବାକୁ ପରାମର୍ଶ, ଅନେକ ମାମଲାର ଆଧାର ନେଇ ଉଠାଇଲେ ପ୍ରଶ୍ନ

ଛାତି ଥରାଇଲା ସାଟେଲାଇଟ୍ ଚିତ୍ର

 ଉତ୍ତରାଖଣ୍ଡ ଉତ୍ତରକାଶୀ ଟ୍ରାଜେଡି,  ମାଟି ତଳୁ ଆଜି ବି ଚାଲିଛି ଜୀବନ ଖୋଜା,  ସେନା, ଏନଡିଆରଫ୍ ଦ୍ବାରା କରାଯାଉଛି ଏୟାରଲିଫ୍ଚ,  ସେପଟେ ଇସ୍ରୋ ଜାରି କଲା ଭୂସ୍ଖଳନ ପୂର୍ବ ଓ ପରର ଚିତ୍ର

 ସଫଳତା ପଛରେ ଇସ୍ରାଏଲ!

ଅପରେସନ ସିନ୍ଦୂରକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ପ୍ରତିକ୍ରିୟା,  କହିଲେ, ପୂରା ମିସନରେ ଲାଗିଥିଲା ଇସ୍ରାଏଲର ଅସ୍ତ୍ରଶସ୍ତ୍ର,  ବାରାକ୍ ମିସାଇଲ ଓ ହାର୍ପି ଡ୍ରୋନ୍ ଦ୍ବାରା ପାକିସ୍ତାନ ଉପରେ କରାଯାଇଥିଲା ଆକ୍ରମଣ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe