ଉପରମୁଣ୍ଡରେ ପ୍ରବଳ ବର୍ଷା … ଖୋଲିଲା ହୀରାକୁଦର ୧୬ଟି ଗେଟ୍…  …  ଫୁଲୁଛି ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା … ଆଜି ବି ପ୍ରବଳ ବର୍ଷିବ… 

ଖୋଲିଲା ହୀରାକୁଦର ୧୬ଟି ଗେଟ୍

Advertisment

--
ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମରାମତି ହେବ ସହରାଞ୍ଚଳ ରାସ୍ତା, ବନ୍ଦ ହେବ ମୁକୁଳା ଡ୍ରେନ୍ … ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ନଗର ଉନ୍ନୟନ ବିଭାଗର ତତ୍ପରତା … ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ସମେତ ପୂର୍ତ୍ତ ବିଭାଗକୁ ଚିଠି…  

ପୁଣି ଚମକିବ ସହରାଞ୍ଚଳ ରାସ୍ତା
--
ଚାରି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…  ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ, ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-୨୦୩୬ ପୁସ୍ତିକା ପ୍ରଦାନ … ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ରାଜ୍ୟର ବିଭିନ୍ନ ପ୍ରକଳ୍ପ ସଂପର୍କରେ ଆଲୋଚନା କଲେ ମୋହନ ମାଝୀ…

ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଦାଦନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ … ରାତିରେ ରେଳ ଷ୍ଟେସନ ଜଗିବାକୁ ଶ୍ରମ ବିଭାଗକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ … 

ଦାଦନ ରୋକିବାକୁ ବଡ଼ ନିଷ୍ପତ୍ତି 

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ପୁଲିସକୁ ଆକ୍ରମଣ ଘଟଣା … ବିରିପାଲିର ୮ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ …  ପ୍ରେମୀ ଯୁଗଳଙ୍କୁ ଉଦ୍ଧାର ବେଳେ ଗାଁଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ପୁଲିସ କର୍ମଚାରୀ…  

ପୁଲିସକୁ ପିଟି ବନ୍ଧା ହେଲେ

--
 ଶସ୍ତାରେ ସୁନା ଦେବାର ଲୋଭ ଦେଖାଇ ଛୁରା ମାଡ଼ କରି ୧୬ ଲକ୍ଷ ଟଙ୍କା ଲୁଟିନେଲେ …  ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ବାଲେଶ୍ୱର ବରହମପୁର ପୁଲିସର ତଦନ୍ତ … 

ସୁନା ଲୋଭ ଦେଖାଇ ଛୁରାମାଡ଼

--
ଆଜି ଗୁରୁ ଦିବସ …  ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ  ପବିତ୍ର…  ବିଭିନ୍ନ ଶିକ୍ଷାନୁଷ୍ଠାରେ ଗୁରୁଙ୍କୁ ପୂଜା …

ଆଜି ଗୁରୁ ଦିବସ

--
ପୁଣି ଦୋହଲିଲା ଆଫଗାନିସ୍ତାନ… ଦକ୍ଷିଣ-ପୂର୍ବ ଅଞ୍ଚଳରେ ୬.୨ ତୀବ୍ରତାର ଭୂକମ୍ପ …  ଏଯାଏଁ ୨୨ଶହ ଲୋକଙ୍କ ମୃତ୍ୟୁ, ୪ହଜାରରୁ ଅଧିକ ଆହତ… ଖାଦ୍ୟ ଓ ଔଷଧ ପାଇଁ ବିକଳ ଲୋକେ …

ପୁଣି ଦୋହଲିଲା ଆଫଗାନିସ୍ତାନ
--
ପଶ୍ଚିମବଙ୍ଗରେ ’ ଦ ବଙ୍ଗାଲ ଫାଇଲ୍ସ’ ରିଲିଜ୍ ହେବାକୁ ଦିଅନ୍ତୁ : ମମତା ଦିଦିଙ୍କୁ ଅପିଲ କଲେ ଅଭିନେତ୍ରୀ ପଲ୍ଲବୀ ଯୋଶୀ
ମମତାଙ୍କୁ ପଲ୍ଲବୀଙ୍କ ଅନୁରୋଧ
--
କାଶ୍ମୀରରୁ ଦିଲ୍ଲୀ ବର୍ଷା ବିତ୍ପାତ … ଭୂସ୍ଖଳନରେ ରାଜପଥ ଧ୍ବଂସ୍ତ … ଉଜାଣି ବହୁଛି ଯମୁନା…
 ଉଜାଣି ବହୁଛି ଯମୁନା