ଜିଏସଟି ସ୍ଲାବରେ ବଡ ପରିବର୍ତ୍ତନ…  ୧୨ ଓ ୨୮% ପ୍ରତିଶତ ସ୍ଲାବ ବଦଳରେ ଲାଗୁହେବ ୫ ଓ ୧୮ ପ୍ରତିଶତ ସ୍ଲାବ … ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ… 

Advertisment

GST ସ୍ଲାବରେ ବଡ଼ ପରିବର୍ତ୍ତନ 
--
ସମ୍ୱଲପୁର ମହାନଗର ନିଗମ ନିର୍ବାଚନ ପାଇଁ ଫିଟିଲା ବାଟ… ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ… ୱାର୍ଡ  ସଂରକ୍ଷଣ ବିଜ୍ଞପ୍ତି ରଦ୍ଦ… ୬ ସପ୍ତାହ ମଧ୍ୟରେ ସାନି ବିଜ୍ଞପ୍ତି ନିର୍ଦ୍ଦେଶ …

ସମ୍ବଲପୁରରେ ନିଗମ ନିର୍ବାଚନ ପାଇଁ ପଥ ପରିଷ୍କାର 
--
’ଭାରତ- ଚୀନକୁ ଆପଣ ଏଭଳି କଥା କହିପାରିବେନି’… ଟ୍ରମ୍ପଙ୍କୁ କୂଟନୀତି ଶିଷ୍ଟାଚାର ଶିଖାଇଲେ ପୁଟିନ୍… କହିଲେ ନାଲିଆଖି ଚଳିବନି …

ଟ୍ରମ୍ପଙ୍କୁ ଶିଷ୍ଟାଚାର ଶିଖାଇଲେ ପୁଟିନ୍
--
ବଢ଼ିବ ଭାରତର ପ୍ରତିରକ୍ଷା କ୍ଷମତା… ଭାରତକୁ ମିଳିବ ଅଧିକ S-400 … ଋଷ ସହ ଆଲୋଚନା ସଫଳ…

ଭାରତକୁ ମିଳିବ ଅଧିକ S-400
---
ଦିଲ୍ଲୀରେ ଜଳପ୍ରଳୟ … ଗୀତା କଲେନୀରେ ପଶିଲା ଯମୁନା ପାଣି … ମଶାଣୀଘାଟ ଉବୁଟୁବୁ … ଫ୍ଳାଏ ଓଭରକୁ ଛୁଇଁଲାଣି ପାଣି…
 ଦିଲ୍ଲୀରେ ଜଳପ୍ରଳୟ
--
ଉପରମୁଣ୍ଡରେ ପ୍ରବଳ ବର୍ଷା … ବାଲେଶ୍ବର ଜଳକାରେ ବଢୁଛି ଜଳସ୍ତର…  ମଥାନୀ ଠାରେ ବିପଦ ସଙ୍କେତ ୬ ମିଟର ଥିବାବେଳେ ୬.୩୨ ମିଟରରେ ହେଉଛି ପ୍ରବାହିତ …

ବଢୁଛି ଜଳକା 
--
ଲଗାଣ ବର୍ଷାରେ ବୁଡ଼ିଲା ବାଲେଶ୍ୱର ସହର…  ପେଟ୍ରୋଲ ଟାଙ୍କିରେ ପଶିଲା ପାଣି …  ସେପଟେ ଗଜପତିରେ ପାହାଡ଼ ପାଣି ମାଡି ଆସିବାରୁ ଭୁଶୁଡ଼ିଲା ଘର କାନ୍ଥ…
ପେଟ୍ରୋଲ ଟାଙ୍କିରେ ପଶିଲା ପାଣି 
---
ବାଣୀବିହାର ହଷ୍ଟେଲ୍‌ରୁ ବିଦାହେବେ ଅଣଛାତ୍ର… ଆଜି ସୁଦ୍ଧା ଛାତ୍ରାବାସ ଖାଲି କରିବାକୁ ରହିଛି ନିର୍ଦ୍ଦେଶ…  ପାସଆଉଟ୍‌ ପରେ ବି ରୁମ୍ ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ…

ଆଜି ସରୁଛି ଡେଡ୍‌ଲାଇନ୍ 
--
ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମନୀତି…  ସ୍ବତନ୍ତ୍ର ଓ ଦୀର୍ଘ ନୀତି ହୋଇଥିବାରୁ ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ … 

୫ ଘଣ୍ଟା ଜଗା ଦର୍ଶନ ବନ୍ଦ  
--
ଟିଭିର ଲୋକପ୍ରିୟ କଳାକାର ଆଶିଷ କପୁରଙ୍କ ଉପରେ ଲାଗିଲା ଦୁଷ୍କର୍ମ ଅଭିଯୋଗ … ପୁଣେରୁ ହେଲେ ଗିରଫ… ଦିଲ୍ଲୀର ଏକ ପାର୍ଟିରେ ହୋଇଥିଲା ଅଘଟଣ…

ଅଭିନେତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ