ଓଟିଇଟି ପରୀକ୍ଷା ନେଇ ଆସିଲା ନୂଆ ତାରିଖ--ସେପ୍ଟେମ୍ୱର ୨୭ତାରିଖରେ ହେବ ଏକଜାମ--ଦୁଇଟି ସିଂଟିଂରେ ପରୀକ୍ଷା ଦେବେ ଆଶାୟୀ ଶିକ୍ଷକ--ପ୍ରଶ୍ନପ୍ରତ୍ର ଲିକ କାରଣରୁ ଜୁଲାଇର ପରୀକ୍ଷା ହୋଇଥିଲା ବାତିଲ--
୨୭ରେ ଓଟିଇଟି ପରୀକ୍ଷା
ଅଦିନିଆ ରଥଯାତ୍ରାକୁ ନେଇ ଇସ୍କାନକୁ ଗଜପତିଙ୍କ ଚରମବାଣୀ--- ତଥ୍ୟ ପ୍ରମାଣ ଦେଇ ଇସ୍କନକୁ ଗଜପତିଙ୍କ ଚରମବାଣୀ, କହିଲେ ଶାସ୍ତ୍ର ଓ ପରମ୍ପରାର ଉଲ୍ଲଙ୍ଘନ କରୁଛି ଅନ୍ତର୍ଜାତୀୟ ସଂସ୍ଥା-- ଦୁର୍ଭାଗ୍ୟଜନକ କହିଲେ ବରିଷ୍ଠ ସେବାୟତ ଓ ଜଗନ୍ନାଥ ସଂସ୍କୃତି ଗବେଷକ ---
ଇସ୍କନକୁ ଗଜପତିଙ୍କ ଚରମବାଣୀ
ଆସନ୍ତାକାଲି ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ରଗ୍ରହଣ --- ରାତି ୯ଟା୫୮ରେ ଗ୍ରହଣ ସ୍ପର୍ଶ ଓ ରାତି ୧ଟା ୨୮ରେ ସର୍ବମୋକ୍ଷ --- ଗ୍ରହଣର ୯ଘଂଟା ପୂର୍ବରୁ ପାକ ତ୍ୟାଗ କରିବାକୁ ଜ୍ୟୋତିର୍ବିଦଙ୍କ ପରାମର୍ଶ--- ଅନ୍ଧବିଶ୍ୱାସ କହି ସମାଲୋଚନା କଲେ ହେତୁବାଦୀ--
କାଲି ଚନ୍ଦ୍ରଗ୍ରହଣ, କ’ଣ ବାରଣ?
ସମ୍ବଲପୁରରେ ନୂଆଁଖାଇ ଭେଟଘାଟ --- ଏକାଠି ହେଲେ ଶାସକ ଓ ବିରୋଧୀ ଦଳର ନେତା --- ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ---ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକୁଛି ମଇଦାନ ---
ଭେଟଘାଟରେ ଏକାଠି ଶାସକ ବିରୋଧୀ
ନବୀନ ନିବାସରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ--ଉପରାଷ୍ଟ୍ରପତି ନିର୍ବାଚନରେ ଠିକଣା ସମୟରେ ନିଆଯିବ ନିଷ୍ପତ୍ତି--ନିଜ ନିଜ ମତ ଦେଲେ କମିଟି ସଦସ୍ୟ-- ସଙ୍ଗଠନ ସୁଦୃଢ କରିବାକୁ ବିରୋଧୀ ଦଳ ନେତାଙ୍କ ଗୁରୁତ୍ବ---
ପୁଣି ଟଳିଲା ବିଜେଡ଼ି ନିଷ୍ପତ୍ତି
ଦିଲ୍ଲୀ ଲାଲକିଲ୍ଲାର ସୁରକ୍ଷାରେ ତ୍ରୁଟି--ଚୋରି ହୋଇଗଲା କୋଟିଏ ଟଙ୍କା ମୂଲ୍ୟର ହୀରା ଲାଗିଥିବା ସୁନା କଳସ--ସିସିଟିଭି ଆଧାରରେ ଅଭିଯୁକ୍ତ ଗିରଫ--ବିଶ୍ବଶାନ୍ତି ପାଇଁ ହୋଇଥିଲା ପ୍ରତିଷ୍ଠା, ଲାଗିଛି ସୁନା, ହୀରା ମାଣିକ-
ଚୋରି ହୋଇଗଲା ୧ କୋଟିର କଳସ
ଟାରିଫ୍ ତିକ୍ତତା ଭିତରେ ନୂଆମୋଡ଼ରେ ଭାରତ-ଆମେରିକା ସମ୍ପର୍କ -- ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘନିଷ୍ଠ ବନ୍ଧୁ କହି ପ୍ରଶଂସା କଲେ ଟ୍ରମ୍ପ -- ସେପଟେ ମିଳିତ ଜାତିସଂଘ ଅଧିବେଶନକୁ ମୋଦୀଙ୍କ ବଦଳରେ ଯିବେ ଜୟଶଙ୍କର ---
କମିଲା ତିକ୍ତତା, ସୁଧୁରିବ ସମ୍ପର୍କ!
ପଞ୍ଜାବରେ ବିଗୁଡୁଛି ବନ୍ୟା ସ୍ଥିତି -- ୫୦ରୁ ଅଧିକ ମୃତ, ୧୧ଶହ ଗାଁ ପ୍ରଭାବିତ -- ସେପଟେ ଦିଲ୍ଲୀ ସ୍ଥିତି ଦେଖି ୮ ତାରିଖରେ ପିଏମଓରେ ହେବାକୁ ଥିବା ନୈଶଭୋଜି ବାତିଲ ---
ବନ୍ୟା ସ୍ଥିତି ସଙ୍ଗିନ
ଭକ୍ତି ଓ ଶ୍ରଦ୍ଧା ସହ ଗଣପତିଙ୍କୁ ବିସର୍ଜନ କରୁଛନ୍ତି ଶ୍ରଦ୍ଧାଳୁ – ଢୋଲବାଜା ଓ ବିଶାଳ ଶୋଭାଯାତ୍ରାରେ କମ୍ପୁଛି ମହାରାଷ୍ଟ୍ର –୨୧ ହଜାର ପୁଲିସ ନିୟୋଜିତ, ଜଗିଛି ୧୦ ହଜାର ସିସିଟିଭି କ୍ୟାମେରା ---
ଦୁଲୁକୁଛି ମହାରାଷ୍ଟ୍ର
ଏସିଆ କପରେ ପାକିସ୍ତାନ ବିପକ୍ଷରେ ଖେଳିବ ଭାରତ -- ମ୍ୟାଚ୍ ନଖେଳିଳେ ବିସିସିଆଇକୁ ପ୍ରତିବନ୍ଧକ ଲଗାଯିବା ସମ୍ଭାବନା -- ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକ୍ ସହ ନଖେଳିବାକୁ ଉଠିଛି ଦାବି ---
ପାକିସ୍ତାନ ସହ ଖେଳିବାକୁ ବାଧ୍ୟ!