ଏହି ଘଣ୍ଟାର ୧୦ ବଡ଼ ଖବର

ଶନିବାରରେ ଆଉ ଏକ ଦଶା … ନବରଙ୍ଗପୁର ନର୍ସିଂ ଛାତ୍ରୀଙ୍କ ବିଷ ପିଇବା ଘଟଣା … ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ …

sdffsfsdf-2025-08-09-10-34-34

Photograph: (kanak news)

ଶନିବାରରେ ଆଉ ଏକ ଦଶା … ନବରଙ୍ଗପୁର ନର୍ସିଂ ଛାତ୍ରୀଙ୍କ ବିଷ ପିଇବା ଘଟଣା … ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ …
ପୁଣି ଛାତ୍ରୀଙ୍କ ମୃତ୍ୟୁ

କଟକରେ ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍ …  ରବି ଗ୍ୟାଙ୍ଗକୁ କାବୁ କଲା ପୁଲିସ … ଚୋରା ବାଇକ୍‌ରେ ଆସି କରୁଥିଲେ ଚୋରି … 
ଚୋରା ବାଇକ୍‌ରେ ଆସି ଚୋରି 

 ଏଟିଏମ୍‌ ଲୁଟେରାଙ୍କ ଫଟୋ ଜାରି କଲା ସମ୍ୱଲପୁର ପୁଲିସ …  ଜଣେ ବ୍ୟକ୍ତିଙ୍କ  କାର୍ଡ ସ୍ବାପ୍ କରି ୪୦ ହଜାର ଟଙ୍କା ଲୁଟ୍‌ …  ବିଭିନ୍ନ ସ୍ଥାନରେ ମାତିଛନ୍ତି ଏଟିଏମ୍ କାର୍ଡ ସ୍ବାପ୍ ଗ୍ୟାଙ୍ଗ୍ … 
ଆଖି ପିଛୁଳାକେ ଟଙ୍କା ଉଭାନ୍‌
 
ଗୋଦାମରେ ଖତ ଖାଇଲା କୁଇଣ୍ଟାଲ କୁଇଣ୍ଟାଲ ଗହମ …  ଖତ ଖାଇଲା ପରେ ଏବେ ବଣ୍ଟା ଯିବ ଗହମ …
ପୋକ ଖାଇଲା ପରେ ବଣ୍ଟା ହେବ

ବିଷାକ୍ତ ହେଉଛି ବିନ୍ଦୁ ସାଗର …  ପଙ୍କ ଉଦ୍ଧାର ହେଉନି କି ଦଳ ସଫା ହେଉନି…  ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ପୋଖରୀ ଆବର୍ଜନାରେ ଭର୍ତ୍ତି …  
ବିଷ ପାଲଟୁଛି ବିନ୍ଦୁ ସାଗର

ରାଉରକେଲା ଇସ୍ପାତ କାରଖାନାର ହେବ ସମ୍ପ୍ରସାରଣ…  ଖର୍ଚ୍ଚ ହେବ ୩୦ ହଜାର କୋଟି ଟଙ୍କା… ୮ ଟି ଗାଁର ୩ ଶହ ପରିବାର ହେବେ ବିସ୍ଥାପିତ …
ଡବଲ୍ ହେବ ଉତ୍ପାଦନ

 ଆଜି ପବିତ୍ର ରାଖୀ ପୂର୍ଣ୍ଣିମା … କେଉଁଠି ଗୋମାତାଙ୍କୁ ରାଖୀ ପିନ୍ଧାଇଲେ, କେଉଁଠି ରାଖିୀ ପିନ୍ଧାଇ ନିଶାମୁକ୍ତ ପାଇଁ ସଚେତନ କଲେ …  ଶ୍ରୀମନ୍ଦିରରେ କାଳିଆ ବଳିଆଙ୍କୁ ରାଖୀ ବାନ୍ଧିଲେ ସୁଭଦ୍ରା …
ଜଗା ବଳିଆଙ୍କୁ ରାଖୀ ବାନ୍ଧିଲେ ସୁଭଦ୍ରା

ଶ୍ରାବଣ ସରିଲା, ହେଲେ ଶୁଖିଲା ପଡ଼ିଛି ଭୂଇଁ… କମ୍ ବୃଷ୍ଟିପାତ ଯୋଗୁଁ ଫାଟି ଆଁ କରିଛି ଚାଷ ଜମି …  
ଶ୍ରାବଣରେ ବିଲ ଫାଟି ଆଁ

ବର୍ଷା ଦିନେ ବଢ଼ୁଛି ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା …  ୨୦୧୯ରୁ ୨୫ ଭିତରେ ବୌଦ୍ଧ ଜିଲ୍ଲାରେ ୫୫ ଜଣଙ୍କ ମୃତ୍ୟୁ…  
ବୌଦ୍ଧ: ସାପ କାମୁଡ଼ାରେ ୫୫ ମୃତ

ଉପାନ୍ତ ଅଞ୍ଚଳରେ ରାସ୍ତା ସମସ୍ୟା …  ଡଙ୍ଗରିଆଙ୍କୁ ଠକିଦେଲା ଠିକାସଂସ୍ଥା…  ନିମ୍ନମାନର ରାସ୍ତାକାମ ଯୋଗୁଁ ଯାତାୟତରେ ଅସୁବିଧା … 
ଠକିଦେଲା ଠିକାସଂସ୍ଥା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe