ଶନିବାରରେ ଆଉ ଏକ ଦଶା … ନବରଙ୍ଗପୁର ନର୍ସିଂ ଛାତ୍ରୀଙ୍କ ବିଷ ପିଇବା ଘଟଣା … ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ …
ପୁଣି ଛାତ୍ରୀଙ୍କ ମୃତ୍ୟୁ
କଟକରେ ସିରିଜ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ … ରବି ଗ୍ୟାଙ୍ଗକୁ କାବୁ କଲା ପୁଲିସ … ଚୋରା ବାଇକ୍ରେ ଆସି କରୁଥିଲେ ଚୋରି …
ଚୋରା ବାଇକ୍ରେ ଆସି ଚୋରି
ଏଟିଏମ୍ ଲୁଟେରାଙ୍କ ଫଟୋ ଜାରି କଲା ସମ୍ୱଲପୁର ପୁଲିସ … ଜଣେ ବ୍ୟକ୍ତିଙ୍କ କାର୍ଡ ସ୍ବାପ୍ କରି ୪୦ ହଜାର ଟଙ୍କା ଲୁଟ୍ … ବିଭିନ୍ନ ସ୍ଥାନରେ ମାତିଛନ୍ତି ଏଟିଏମ୍ କାର୍ଡ ସ୍ବାପ୍ ଗ୍ୟାଙ୍ଗ୍ …
ଆଖି ପିଛୁଳାକେ ଟଙ୍କା ଉଭାନ୍
ଗୋଦାମରେ ଖତ ଖାଇଲା କୁଇଣ୍ଟାଲ କୁଇଣ୍ଟାଲ ଗହମ … ଖତ ଖାଇଲା ପରେ ଏବେ ବଣ୍ଟା ଯିବ ଗହମ …
ପୋକ ଖାଇଲା ପରେ ବଣ୍ଟା ହେବ
ବିଷାକ୍ତ ହେଉଛି ବିନ୍ଦୁ ସାଗର … ପଙ୍କ ଉଦ୍ଧାର ହେଉନି କି ଦଳ ସଫା ହେଉନି… ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସହ ଜଡ଼ିତ ପୋଖରୀ ଆବର୍ଜନାରେ ଭର୍ତ୍ତି …
ବିଷ ପାଲଟୁଛି ବିନ୍ଦୁ ସାଗର
ରାଉରକେଲା ଇସ୍ପାତ କାରଖାନାର ହେବ ସମ୍ପ୍ରସାରଣ… ଖର୍ଚ୍ଚ ହେବ ୩୦ ହଜାର କୋଟି ଟଙ୍କା… ୮ ଟି ଗାଁର ୩ ଶହ ପରିବାର ହେବେ ବିସ୍ଥାପିତ …
ଡବଲ୍ ହେବ ଉତ୍ପାଦନ
ଆଜି ପବିତ୍ର ରାଖୀ ପୂର୍ଣ୍ଣିମା … କେଉଁଠି ଗୋମାତାଙ୍କୁ ରାଖୀ ପିନ୍ଧାଇଲେ, କେଉଁଠି ରାଖିୀ ପିନ୍ଧାଇ ନିଶାମୁକ୍ତ ପାଇଁ ସଚେତନ କଲେ … ଶ୍ରୀମନ୍ଦିରରେ କାଳିଆ ବଳିଆଙ୍କୁ ରାଖୀ ବାନ୍ଧିଲେ ସୁଭଦ୍ରା …
ଜଗା ବଳିଆଙ୍କୁ ରାଖୀ ବାନ୍ଧିଲେ ସୁଭଦ୍ରା
ଶ୍ରାବଣ ସରିଲା, ହେଲେ ଶୁଖିଲା ପଡ଼ିଛି ଭୂଇଁ… କମ୍ ବୃଷ୍ଟିପାତ ଯୋଗୁଁ ଫାଟି ଆଁ କରିଛି ଚାଷ ଜମି …
ଶ୍ରାବଣରେ ବିଲ ଫାଟି ଆଁ
ବର୍ଷା ଦିନେ ବଢ଼ୁଛି ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା … ୨୦୧୯ରୁ ୨୫ ଭିତରେ ବୌଦ୍ଧ ଜିଲ୍ଲାରେ ୫୫ ଜଣଙ୍କ ମୃତ୍ୟୁ…
ବୌଦ୍ଧ: ସାପ କାମୁଡ଼ାରେ ୫୫ ମୃତ
ଉପାନ୍ତ ଅଞ୍ଚଳରେ ରାସ୍ତା ସମସ୍ୟା … ଡଙ୍ଗରିଆଙ୍କୁ ଠକିଦେଲା ଠିକାସଂସ୍ଥା… ନିମ୍ନମାନର ରାସ୍ତାକାମ ଯୋଗୁଁ ଯାତାୟତରେ ଅସୁବିଧା …
ଠକିଦେଲା ଠିକାସଂସ୍ଥା!
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/09/sdffsfsdf-2025-08-09-10-34-34-2025-08-09-20-48-15.webp)