ଏହି ଘଣ୍ଟାର ୧୦ ବଡ଼ ଖବର

Advertisment

ଉପରାଷ୍ଟ୍ରପତି ପଦ ପାଇଁ ଚାଲିଛି ମତଦାନ, ସଂସଦରେ ପହଂଚି ପ୍ରଥମେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ, ଏନଡିଏର ସିପି ରାଧାକୃଷ୍ଣନ ବନାମ ଇଣ୍ଡିଆ ବ୍ଲକର ବି ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ଲଢେଇ 

ଉପରାଷ୍ଟ୍ରପତି ପଦ ପାଇଁ ଚାଲିଛି ମତଦାନ, ସଂସଦରେ ପହଂଚି ପ୍ରଥମେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ, ଏନଡିଏର ସିପି ରାଧାକୃଷ୍ଣନ ବନାମ ଇଣ୍ଡିଆ ବ୍ଲକର ବି ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ଲଢେଇ 

Capture

ଏଫଏମ୍ କଲେଜ ଛାତ୍ରୀ ଆତ୍ମଦାହ ମାମଲା, ଆଜି ବାଲେଶ୍ୱର କୋର୍ଟରେ କ୍ରାଇମବ୍ରାଞ୍ଚ ଦାଖଲ କରିବ ଚାର୍ଜସିଟି, ପ୍ରଥମ ପର୍ଯ୍ୟାୟରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ  

ଭାଙ୍ଗିଯିବ କି ବିଜେଡି, ଅସନ୍ତୁଷ୍ଟ ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ଉପାଖ୍ୟାନ ପରେ ପଦାରେ ପଡ଼ିଲା ଦଳୀୟ କନ୍ଦଳ, ଦଳରେ ସନ୍ତୁଷ୍ଟ ନାହାନ୍ତି ବରିଷ୍ଠ ନେତା, ପାଣ୍ଡିଆନ ଫ୍ୟାନ କ୍ଲବ ପେଜରେ କୃଷ୍ଣ ଉବାଚ ଉପାଖ୍ୟାନ ବଢ଼ାଇଲା ଚର୍ଚ୍ଚା

ଉପରାଷ୍ଟ୍ରପତି ପଦ ପାଇଁ ଚାଲିଛି ମତଦାନ, ସଂସଦରେ ପହଂଚି ପ୍ରଥମେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ, ଏନଡିଏର ସିପି ରାଧାକୃଷ୍ଣନ ବନାମ ଇଣ୍ଡିଆ ବ୍ଲକର ବି ସୁଦର୍ଶନ ରେଡ୍ଡିଙ୍କ ମଧ୍ୟରେ ଲଢେଇ 

ନେପାଳରେ ତେଜୁଛି ଜେନ୍-ଜିଙ୍କ ପ୍ରତିବାଦ, ଘେରିଲେ ସସଂଦ, ଜାଳିଲେ ଆଇନମନ୍ତ୍ରୀଙ୍କ ଘର, ୯ ମନ୍ତ୍ରୀ ଦେଲେଣି ଇସ୍ତଫା, ଦେଶଛାଡି ପଳାଇବେ କି ପ୍ରଧାନମନ୍ତ୍ରୀ ଓଲି 

ବେଉଶଣ ସମୟରେ ଚିନ୍ତା ବଢାଉଛି ସାର ସମସ୍ୟା, ଗଞ୍ଜାମ ଧରାକୋଟ ବ୍ଲକ ରୁଗୁମ ସୋସାଇଟି ସମ୍ମୁଖରେ ଚାଷୀଙ୍କ ଭିଡ଼, ୪୫୦ ସାର ପାଇଁ ଭିଡ଼ ଜମାଇଛନ୍ତି ଶହ ଶହ ଚାଷୀ 

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, କୋରାପୁଟ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଲା ଅଭାବନୀୟ ଦୃଶ୍ୟ, ଡାକ୍ତର ନଥିବାରୁ ମୋବାଇଲ ଲାଇଟରେ ଦୁର୍ଘଟଣାଗ୍ରସ୍ଥଙ୍କୁ ଚିକିତ୍ସା କଲେ ପିଅନ 

ସଚେତନତାର ଅଭାବ, ସାପ କାମୁଡ଼ିବା ପରେ ଡାକ୍ତରଖାନା ନନେଇ ଗୁଣିଆ ପାଖକୁ ନେଇଗଲେ ପରିବାର ଲୋକେ, ଚାଲିଗଲା ଭାଇ-ଭଉଣୀଙ୍କ ଜୀବନ

ବାଣୀବିହାରରୁ ଅଣଛାତ୍ରଙ୍କୁ ବିଦା କରିବା ପରେ ଚାପା ଉତ୍ତେଜନା, ଆଜି ବିଶ୍ୱବିଦ୍ୟାଳୟ ବନ୍ଦ ଡାକରା ଦେଇଛି ଛାତ୍ର ସଂଗଠନ, ବସ୍ତି ହଟାଇବା ସହ ଭଡ଼ାରେ ଲାଗିଥିବା ସରକାରୀ କ୍ୱାଟର୍ସ ଖାଲି କରିବାକୁ ଦାବି 

ଟାଙ୍ଗୀ ଚଟିଲୋ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ଧକ୍କା ଦେଲା ଆମ ବସ୍, ୧୫ ରୁ ଅଧିକ ଯାତ୍ରୀ ଗୁରୁତର, ସମସ୍ତଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି 

ସରକାର ବଦଳିବା ପରେ ପ୍ରଥମଥର ହେବ ଉପନିର୍ବାଚନ, ନୂଆପଡ଼ା ବିଦାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ବଢିଲା ଚର୍ଚ୍ଚା, ମୋହନ ସରକାରଙ୍କ ପାଇଁ ହୋଇପାରେ ଅଗ୍ନିପରୀକ୍ଷା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe