କନକ ବ୍ୟୁରୋ : ମୟୂରଭଂଜ ଜିଲ୍ଲା ଝାରପୋଖରିଆରେ ଜଳିଗଲା ଟମାଟୋ ବୋଝେଇ ଟ୍ରକ । ୧୮ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜର ଜିଲ୍ଲା ଧାଙ୍ଗିଡିଶୋଳ ପଞ୍ଚାୟତ ସଂଚା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଝାରପୋଖରିଆ ନିକଟରେ ଡିଭାଇଡରରେ ପିଟି ହେବା ପରେ ଟ୍ରକଟି ହୁତ୍ ହୁତ୍ ହୋଇ ଜଳିଯାଇଛି । ଭୋର ୪ଟାରେ ଘଟିଛି ଏହି ଘଟଣା । ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି । ତେବେ ଟ୍ରକର ଡ୍ରାଇଭର ଓ ହେଲପର ଫେରାର୍ ହୋଇଯାଇଛନ୍ତି ।
ମୟୂରଭଞ୍ଜ ଝାରପୋଖରିଆରେ ଜଳିଗଲା ଟମାଟୋ ବୋଝେଇ ଟ୍ରକ୍, ଡ୍ରାଇଭର ଓ ହେଲଫର ଫେରାର
୧୮ ନମ୍ବର ଜାତୀୟ ରାଜପଥ ମୟୂରଭଞ୍ଜର ଜିଲ୍ଲା ଧାଙ୍ଗିଡିଶୋଳ ପଞ୍ଚାୟତ ସଂଚା ନିକଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଝାରପୋଖରିଆ ନିକଟରେ ଡିଭାଇଡରରେ ପିଟି ହେବା ପରେ ଟ୍ରକଟି ହୁତ୍ ହୁତ୍ ହୋଇ ଜଳିଯାଇଛି । ଭୋର ୪ଟାରେ ଘଟିଛି ଏହି ଘଟଣା ।
/kanak/media/media_files/2025/07/16/2-2025-07-16-07-34-05.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)