ପୁରୀରେ ଅଘଟଣ; ବୋରୱେଲ୍‌ରେ ପଡ଼ି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ

Advertisment

ବୋରୱେଲ୍‌ରେ ପଡ଼ି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ । ମାମୁଁଘରକୁ ବୁଲିବାକୁ ଆସିଥିଲା ଭାଣିଜୀ । ମେଡିକାଲରେ ନିର୍ମାଣଧୀନ ନୂଆ ବିଲ୍ଡିଂ ନିକଟରେ ଘର । ଖେଳୁ ଖେଳୁ ବୋରୱେଲ୍‌ରେ ଖସି ପଡିଥିଲା ।

ବୋରୱେଲ୍‌ରେ ପଡ଼ି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ । ମାମୁଁଘରକୁ ବୁଲିବାକୁ ଆସିଥିଲା ଭାଣିଜୀ । ମେଡିକାଲରେ ନିର୍ମାଣଧୀନ ନୂଆ ବିଲ୍ଡିଂ ନିକଟରେ ଘର । ଖେଳୁ ଖେଳୁ ବୋରୱେଲ୍‌ରେ ଖସି ପଡିଥିଲା ।

Borewell Death

Borewell Death Photograph: (Kanak News)

କନକ ବ୍ୟୁରୋ : ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ଵିଲ୍ଡିଂ କାମ ବେଳେ ଅଘଟଣ । ବୋରୱେଲ୍‌ରେ ପଡ଼ି ଚାଲିଗଲା ଦେଢ଼ ବର୍ଷ ଶିଶୁ କନ୍ୟାର ଜୀବନ । ମାମୁଁଘରକୁ ବୁଲିବାକୁ ଆସିଥିଲା ଭାଣିଜୀ । ମେଡିକାଲରେ ନିର୍ମାଣଧୀନ ନୂଆ ବିଲ୍ଡିଂ ନିକଟରେ ଘର । ଖେଳୁ ଖେଳୁ ବୋରୱେଲ୍‌ରେ ଖସି ପଡିଥିଲା । ନରେନ୍ଦ୍ର କୋଣ ମଙ୍ଗଳା ସାହିର ଅଜୟ ନାୟକଙ୍କ ଦେଢ଼ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ରାଇବାହାଦୁର ଲେନ୍ ନିକଟ ମାମୁଁ ଘରକୁ ଆସିଥିଲା ଅଜୟଙ୍କ ଝିଅ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe