ଆଜି ପୁଣି ସରଗରମ ହୋଇପାରେ ବିଧାନସଭା । ମିଶନ ଶକ୍ତି ପ୍ରସଙ୍ଗରେ ଆଜି ସରକାରଙ୍କୁ ଘେରିପାରନ୍ତି ବିରୋଧୀ

କାଲି ଏନେଇ କିଛି ନିଷ୍ପତ୍ତି ହୋଇନଥିବାରୁ ସମାନ ପ୍ରସଙ୍ଗରେ ଆଜି ବିରୋଧୀ ପୁଣି ସରକାରଙ୍କୁ ଘେରି ପାରନ୍ତି । ଏହାସହ ହଜାର ହଜାର ମିଶନ ଶକ୍ତି ମହିଳାମାନେ ବିଭିନ୍ନ ଦାବିରେ ବିଧାନସଭା ଆଗରେ ବସିଛନ୍ତି । ସେମାନେ ଗୋଟିଏ ସପ୍ତାହରୁ ଅଧିକ ସମୟ ଧରି ଧାରଣାରେ ବସିଥିଲେ ବି ସରକାର ସେମାନଙ୍କ ସମସ୍ୟାର ସମାଧାନ ପ୍ରତି ଆଗ୍ରହ ଦେଖାଇନାହାଁନ୍ତି ।

grdtgrtdgrt

କନକ ବ୍ୟୁରୋ :  ଆଜି ବି ପୁଣି ସରଗରମ ହୋଇପାରେ ବିଧାନସଭା । ଗତକାଲି ମିଶନ ଶକ୍ତି ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିଥିଲେ । ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଏକାଠି ହୋଇଛନ୍ତି । କାଲି ଏନେଇ କିଛି ନିଷ୍ପତ୍ତି ହୋଇନଥିବାରୁ ସମାନ ପ୍ରସଙ୍ଗରେ ଆଜି ବିରୋଧୀ ପୁଣି ସରକାରଙ୍କୁ ଘେରି ପାରନ୍ତି । ଏହାସହ ହଜାର ହଜାର ମିଶନ ଶକ୍ତି ମହିଳାମାନେ ବିଭିନ୍ନ ଦାବିରେ ବିଧାନସଭା ଆଗରେ ବସିଛନ୍ତି । ସେମାନେ ଗୋଟିଏ ସପ୍ତାହରୁ ଅଧିକ ସମୟ ଧରି ଧାରଣାରେ ବସିଥିଲେ ବି ସରକାର ସେମାନଙ୍କ ସମସ୍ୟାର ସମାଧାନ ପ୍ରତି ଆଗ୍ରହ ଦେଖାଇନାହାଁନ୍ତି । ଏହାସହ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ବି ବିଜେପି ବିଜେଡି ଉପରେ କାଦ୍ରୁଅ ପକାଉଥିବାରୁ ଆଜି ବିଜେଡି ଏହି ପ୍ରସଙ୍ଗ ଗୃହରେ ଉଠାଇପାରେ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe