ଉତ୍କର୍ଷ ଓଡ଼ିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ହୋଇଥିଲା ୫୪ ଟି ଏମଓୟୁ ସ୍ୱାକ୍ଷର, ଆଜି ଆଉ କିଛି ଏମଓୟୁ ସ୍ୱାକ୍ଷର ହେବା ନେଇ ଆଶା

Advertisment

ସେହିପରି ଆଜି ଦ୍ବିତୀୟ ଦିନର ପ୍ରଥମାର୍ଦ୍ଧରେ କେବଳ ୩୦ ଏମଓୟୁ ସ୍ୱାକ୍ଷରିତ ହେବ। ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା। 

ସେହିପରି ଆଜି ଦ୍ବିତୀୟ ଦିନର ପ୍ରଥମାର୍ଦ୍ଧରେ କେବଳ ୩୦ ଏମଓୟୁ ସ୍ୱାକ୍ଷରିତ ହେବ। ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା। 

27ZìZcKûZ

27ZìZcKûZ Photograph: (27ZìZcKûZ)

କନକ ବ୍ୟୁରୋ : ଉତ୍କର୍ଷ ଓଡ଼ିଶା କନକ୍ଲେଭର ଆଜି ଦ୍ବିତୀୟ ଦିନ। ସମ୍ମିଳନୀର ପ୍ରଥମ ଦିନରେ ଦେଶ ଓ ବିଦେଶର ବଡ ବଡ ଶିଳ୍ପପତିଙ୍କ କୋଟି କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ ଭାବେ ଗଢିତୋଳିବାକୁ ବଳ ଦେଇଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ। ପ୍ରଥମ ଦିନରେ ୫୪ଏମଓୟୁ ସ୍ବାକ୍ଷରିତ ହୋଇଛି। ସାଢେ଼ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ। ସେହିପରି ଆଜି ଦ୍ବିତୀୟ ଦିନର ପ୍ରଥମାର୍ଦ୍ଧରେ କେବଳ ୩୦ ଏମଓୟୁ ସ୍ୱାକ୍ଷରିତ ହେବ। ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି କହିଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe