କନକ ବ୍ୟୁରୋ : ଆଜି ଗୁରୁ ଦିବସ। ଗୁରୁ ଶିଷ୍ୟଙ୍କ ସମ୍ପର୍କର ମହତ୍ତ୍ୱପୂର୍ଣ୍ଣ ଦିବସ । ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରୁଥିବା ବେଳେ ଗୁରୁ ମାନେ ମଧ୍ୟ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେବା ପାଇଁ ସଂକଳ୍ପବଦ୍ଧ । ଗୁରୁଦିବସ ପାଇଁ ସମସ୍ତ ଶିକ୍ଷା ଅନୁଷ୍ଠାନରେ ଆଜି ଉତ୍ସାହର ମାହୋଲ । ଦିବଙ୍ଗତ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁଦିବସ ପାଳନ କରି ଆସୁଛନ୍ତି ଦେଶବାସୀ । ୧୯୬୨ ମସିହାରୁ ଗୁରୁଦିବସ ପାଳନ କରି ଆସୁଛନ୍ତି ଦେଶବାସୀ ।
ଆଜି ଗୁରୁ ଦିବସ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କୁ ପୂଜା କରୁଛନ୍ତି ଛାତ୍ର ଛାତ୍ରୀ
ଗୁରୁଙ୍କୁ ଛାତ୍ରଛାତ୍ରୀ ପୂଜା କରୁଥିବା ବେଳେ ଗୁରୁ ମାନେ ମଧ୍ୟ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେବା ପାଇଁ ସଂକଳ୍ପବଦ୍ଧ ।
/kanak/media/media_files/2025/09/05/21-2025-09-05-10-33-58.jpg)