କନକବ୍ୟୁରୋ : ଦେଶର ବିଭିନ୍ନ ଶୈବ ପୀଠ ଉପରେ ।ଆଜି ମହାଶିବରାତ୍ରୀ ।ଚଳଚଞ୍ଚଳ ଗାଁଠୁ ସହରର ସମସ୍ତ ଶୈବ ପୀଠ । ଦେଶର ପ୍ରମୁଖ ଶିବମନ୍ଦିର ସମେତ ଅନ୍ୟନ୍ୟା ମନ୍ଦିରରେ ମଧ୍ୟ ବଢ଼ି ଭୋରୁ ଶିବଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଆସ୍ଥା ଓ ବିଶ୍ବାର ଶିବରାତ୍ରୀରେ ଉପବାସ କରି ମାନସିକ ରଖିଲେ ,ଉଜାଗର ରହି ଦୀପ ଜାଳିଲେ ମନ ସ୍କାମନା ପୂରଣ ହେବା ବିଶ୍ବାସ ରହିଛି ।
ଏହି କ୍ରମରେ ଆଜି ଶିବରାତ୍ରୀରେ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ବାବା ଭୋଲେନାଥଙ୍କ ପୂଜା ଆରାଧନା କରିଛନ୍ତି ।ପ୍ରୟାଗରାଜକୁ ଆସୁଥିବା ବିଦେଶୀ ଭକ୍ତମାନେ ଶ୍ରଦ୍ଧାର ସହ ଶିବଆରାଧନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/02/26/AqPfnhRN8GevJ1wBdJuA.jpg)